କନକ ବ୍ୟୁରୋ: ପୋଲିସକୁ ନାହିଁ ଅପରାଧୀଙ୍କ ଭୟ । ଦିନ ଦ୍ୱିପ୍ରହରରେ ଟାଙ୍ଗିଆ ଦେଖାଇ ଲୁଟ୍ । ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଅଞ୍ଚଳରେ ଲୁଟର ଶିକାର ହୋଇଛନ୍ତି ଭାଇ ଭଉଣୀ । ୭ ଲକ୍ଷ ୩୦ ହଜାର ଟଙ୍କା ଲୁଟି ନେଇଛନ୍ତି ଲୁଟେରା । ମୁରିବାହାଲ ଥାନା ହଳଦୀ ଗାଁରେ ଥିବା ନିଜ କିୟୋସ ଵ୍ୟାଙ୍କକୁ ଯାଉଥିବା ବେଳେ ରାସ୍ତାରେ ଟାଙ୍ଗିଆ ଦେଖାଇ ଟଙ୍କା ଲୁଟି ନେଇଛନ୍ତି ଲୁଟେରା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ବେକରେ ଟାଙ୍ଗିଆ ଲଗାଇ ଲୁଟ୍ ; ଦିନଦ୍ୱିିପହରେ ୭ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ
ଦିନ ଦ୍ୱିପ୍ରହରରେ ଟାଙ୍ଗିଆ ଦେଖାଇ ଲୁଟ୍ । ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଅଞ୍ଚଳରେ ଲୁଟର ଶିକାର ହୋଇଛନ୍ତି ଭାଇ ଭଉଣୀ । ୭ ଲକ୍ଷ ୩୦ ହଜାର ଟଙ୍କା ଲୁଟି ନେଇଛନ୍ତି ଲୁଟେରା ।
/kanak/media/media_files/2024/11/08/d02z2ORZLe39RIXDISJl.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)