ବାଲେଶ୍ବର ନୀଳଗିରି ଅଞ୍ଚଳରେ ୬୫ଟିକିଆ ଝାଡ଼ଖଣ୍ଡୀ ହାତୀ ପଲଙ୍କ ଆତଙ୍କ: ସିଙ୍ଗିରୀ, କାଂଶ, ଅଯୋଧ୍ୟା, ପାଟଣା ଦେଇ ଗୋପାଳପୁର ଜଙ୍ଗଲ ମୁହାଁ ହାତୀ

ନୀଳଗିରିରେ ୬୫ ଟିକିଆ ହାତୀପଲଙ୍କ ଉପଦ୍ରବ । ମୟୂରଭଞ୍ଜ ନଡପୁର ଜଙ୍ଗଲ ଦେଇ ନୀଳଗିରିରେ ପହଂଚିଛନ୍ତି ହାତୀପଲ । ନୀଳଗିରିର ସିଙ୍ଗିରୀ, କାଂଶ, ଅଯୋଧ୍ୟା, ପାଟଣା ଦେଇ ଏବେ ଗୋପାଳପୁର ଜଙ୍ଗଲ ମୁହାଁ ହୋଇଛନ୍ତି ହାତୀ ପଲ ।

efef

Photograph: (kanak news)

କନକ ବ୍ୟୁରୋ: ନୀଳଗିରିରେ ୬୫ ଟିକିଆ ହାତୀପଲଙ୍କ ଉପଦ୍ରବ । ମୟୂରଭଞ୍ଜ ନଡପୁର ଜଙ୍ଗଲ ଦେଇ ନୀଳଗିରିରେ ପହଂଚିଛନ୍ତି ହାତୀପଲ । ନୀଳଗିରିର ସିଙ୍ଗିରୀ, କାଂଶ, ଅଯୋଧ୍ୟା, ପାଟଣା ଦେଇ ଏବେ ଗୋପାଳପୁର ଜଙ୍ଗଲ ମୁହାଁ ହୋଇଛନ୍ତି ହାତୀ ପଲ । ଏତେ ସଂଖ୍ୟକ ହାତୀ ଅଂଚଳକୁ ପଶିଆସିଥିବାରୁ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ହେଉଛନ୍ତି ଜଙ୍ଗଲୀ ହାତୀ। ହାତୀ ଘଉଡ଼ାଇବା ପାଇଁ ଉଦ୍ୟମ ଜାରି ରଖିଛି ବନବିଭାଗ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe