ରାଜ୍ୟରେ ପଡିଆ ପଡିଛି  ୬ ହଜାର ହେକ୍ଟର ଜମି ; ଗୃହକୁ ତଥ୍ୟ ଦେଲେ ଉପମୁଖ୍ୟମନ୍ତ୍ରୀ

ରାଜ୍ୟରେ ପଡିଆ ପଡିଛି ହଜାର ହଜାର ହେକ୍ଟର ଜମି । ତଥ୍ୟ ଅନୁସାରେ , ଚାଷ ନହୋଇ ପଡିଆ ପଡିଛି ୬୧୮୦.୨୫ ହେକ୍ଟର ଚାଷ ଜମି ।

44ମ୍େ

କନକ ବ୍ୟୁରୋ: ରାଜ୍ୟରେ ପଡିଆ ପଡିଛି ହଜାର ହଜାର ହେକ୍ଟର ଜମି । ତଥ୍ୟ ଅନୁସାରେ , ଚାଷ ନହୋଇ ପଡିଆ ପଡିଛି ୬୧୮୦.୨୫ ହେକ୍ଟର ଚାଷ ଜମି । ୨୦୨୩-୨୪ ଖରିଫ ଋତୁରେ ୫୭୪୬.୫୫ ହେକ୍ଟର ଓ ରବି ଋତୁରେ ୨୭୮୫.୧୭ ହେକ୍ଟର ଜମିରେ ଚାଷ କରାଯାଇଛି । ଅନ୍ୟପଟେ  ୪୩୩.୭୦ ହେକ୍ଟର ଜମିରେ ଖରିଫ ଚାଷ ହୋଇ ପାରିନାହିଁ ସେହିପରି ୩୩୯୫.୦୮ ହେକ୍ଟର ଜମିରେ ରବି ଫସଲ ଚାଷ ନହୋଇ ପଡିଆ ପଡିଛି ।  ଏନେଇ ଗୃହରେ ଲିଖିତ ଉତ୍ତର ରଖିଲେ ଉପ ମୁଖ୍ୟମନ୍ତ୍ରୀ କେ.ଭି ସିଂ ଦେଓ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe