ତେଲେଙ୍ଗାନାରେ ଯବାନଙ୍କୁ ବଡ଼ ସଫଳତା । ମାଓ ବିରୋଧି ଅପରେସନ ବେଳେ ୬ ନକ୍ସଲ ନିପାତ, ୨ ଯବାନ ଆହତ

Advertisment

ତେଲେଙ୍ଗାନାରେ ଯବାନଙ୍କୁ ବଡ଼ ସଫଳତା । ଯବାନ-ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟରେ ୬ ଜଣ ନକ୍ସଲ ନିପାତ ହୋଇଛନ୍ତି ।

ତେଲେଙ୍ଗାନାରେ ଯବାନଙ୍କୁ ବଡ଼ ସଫଳତା । ଯବାନ-ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟରେ ୬ ଜଣ ନକ୍ସଲ ନିପାତ ହୋଇଛନ୍ତି ।

23ି

କନକ ବ୍ୟୁରୋ : ତେଲେଙ୍ଗାନାରେ ଯବାନଙ୍କୁ ବଡ଼ ସଫଳତା । ଯବାନ-ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟରେ ୬ ଜଣ ନକ୍ସଲ ନିପାତ ହୋଇଛନ୍ତି । କୋତ୍ତାଗୁଡମ ଜିଲ୍ଲା ଗୁଣ୍ଡାଲା ଅଞ୍ଚଳରେ ଏହି ଏନକାଉଣ୍ଟର ହୋଇଛି । ଗୁଳିବିନିମୟରେ ଦୁଇ ଜଣ ଯବାନ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଆହତ ଯବାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରୁ ଅତ୍ୟାଧୁନିକ ବନ୍ଧୁକ ସହ ବିପୁଳ ମାଓ ସାମଗ୍ରୀ ଜବତ କରାଯାଇଛି । ପୂରା ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ଯବାନ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe