କନକ ବ୍ୟୁରୋ : ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ ୬ ଜଣଙ୍କୁ ଗିରଫ କଲା ପୁଲିସ । ଗିରଫଦାରୀ ନେଇ ପ୍ରେସ୍ମିଟ୍ରେ ସୂଚନା ଦେଲେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର । ସେ କହିଛନ୍ତି , ଗିରଫ ଅଭିଯୁକ୍ତଙ୍କୁ କରାଯିବ କୋର୍ଟ ଚାଲାଣ । ପରେ ରିମାଣ୍ଡରେ ଆଣି ତଦନ୍ତ କରାଯିବ । ଯିଏ ପ୍ରଶ୍ନପତ୍ର ଭାଇରାଲ କରିଛି ତାହା ସ୍ପଷ୍ଟ ହୋଇଛି । ଘଟଣାରେ ଯିଏ ଯିଏ ସମ୍ପୃକ୍ତ ପଦକ୍ଷେପ ନିଆଯିବ । ବୋର୍ଡ ଅଫିସର ଜଣେ କର୍ମଚାରୀ ସମ୍ପୃକ୍ତ , ଯିଏ କି ଜଣେ ଡାଟା ଏଣ୍ଟ୍ରି ଅପରେଟର୍ । ସେ ହେଉଛନ୍ତି ଜିତେନ୍ ମହାରଣା । ପ୍ରାଥମିକ ଶିକ୍ଷକଙ୍କ ଆକାଉଣ୍ଟରେ ହୋଇଥିଲା ଟଙ୍କା କାରବାର ।
ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ ୬ ଗିରଫ ; ବୋର୍ଡ କାର୍ଯ୍ୟାଳୟର ଡାଟା ଏଣ୍ଟ୍ରି ଅପରେଟର ମୁଖ୍ୟ କିଙ୍ଗ ପିନ୍
ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ ୬ ଜଣଙ୍କୁ ଗିରଫ କଲା ପୁଲିସ । ଗିରଫଦାରୀ ନେଇ ପ୍ରେସ୍ମିଟ୍ରେ ସୂଚନା ଦେଲେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର । ସେ କହିଛନ୍ତି , ଗିରଫ ଅଭିଯୁକ୍ତଙ୍କୁ କରାଯିବ କୋର୍ଟ ଚାଲାଣ ।
/kanak/media/media_files/2025/07/30/11-2025-07-30-17-08-18.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)