କନକବ୍ୟୁରୋ : ମହାରାଷ୍ଟ୍ରରୁ ଓଡ଼ିଶାକୁ ଆସିବେ ଆଉ ୫ଟି ବାଘୁଣୀ । ବର୍ତମାନ ଶିମିଳିପାଳରେ ଗୋଟିଏ ବାଘୁଣୀ ଛଡ଼ାଯାଇଛି । ଖୁବ୍ କମ୍ ଦିନ ଭିତରେ ଶିମିଳିପାଳରେ ଆଉ ଗୋଟିଏ ବାଘୁଣୀ ଛଡ଼ାଯିବା ପାଇଁ ବ୍ୟବସ୍ଥା କରାଯାଉଛି । ଲୋକଙ୍କ ସହମତିରେ ବାଘୁଣୀ ଛଡ଼ାଯିବ । ଏବେ ଶିମିଳିପାଳରେ ୪୦ଟି ବାଘ ଅଛନ୍ତି ସେମାନଙ୍କ ବଂଶବୃଦ୍ଧି ପାଇଁ ମହାରାଷ୍ଟ୍ରରୁ ଆସିବେ ବାଘୁଣୀ ।
ମହାରାଷ୍ଟ୍ରରୁ ଓଡିଶା ଆସିବେ ୫ ବାଘୁଣୀ: ବନ ବିଭାଗର ନିଷ୍ପତ୍ତି
ମହାରାଷ୍ଟ୍ରରୁ ଓଡ଼ିଶାକୁ ଆସିବେ ଆଉ ୫ଟି ବାଘୁଣୀ । ବର୍ତମାନ ଶିମିଳିପାଳରେ ଗୋଟିଏ ବାଘୁଣୀ ଛଡ଼ାଯାଇଛି । ଖୁବ୍ କମ୍ ଦିନ ଭିତରେ ଶିମିଳିପାଳରେ ଆଉ ଗୋଟିଏ ବାଘୁଣୀ ଛଡ଼ାଯିବା ପାଇଁ ବ୍ୟବସ୍ଥା କରାଯାଉଛି ।
/kanak/media/media_files/2024/10/29/o39cSwHMM4E43vnBPn3U.jpg)