ବିଷାକ୍ତ ଫଳ ଖାଇ ୫ ଶିଶୁ ଗୁରୁତର: ଯାଜପୁର ଜିଲ୍ଲା ଧର୍ମଶାଳାରେ ଅଭାବନୀୟ ଘଟଣା

Advertisment

ବିଷାକ୍ତ ଫଳ ଖାଇ ୫ ଶିଶୁ ଗୁରୁତର। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଆରୁହାରେ ଅଘଟଣ। ଆରୁହା ହାଟ ନିକଟରେ ଥିବା ଆଦିବାସୀ ସାହିର କିଛି କୁନି ପିଲା ଅଜାଣତରେ ବିଷାକ୍ତ ଫଳ ଖାଇ ପକାଇଥିଲେ। ତେବେ କିଛି ସମୟ ପରେ ହଠାତ ପିଲାମାନେ ଅସୁସ୍ଥ ହେବା ସହ ବାନ୍ତି କରିଥିଲେ।

efef

Photograph: (fefe)

କନକ ବ୍ୟୁରୋ: ବିଷାକ୍ତ ଫଳ ଖାଇ ୫ ଶିଶୁ ଗୁରୁତର। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଆରୁହାରେ ଅଘଟଣ। ଆରୁହା ହାଟ ନିକଟରେ ଥିବା ଆଦିବାସୀ ସାହିର କିଛି କୁନି ପିଲା ଅଜାଣତରେ ବିଷାକ୍ତ ଫଳ ଖାଇ ପକାଇଥିଲେ। ତେବେ କିଛି ସମୟ ପରେ ହଠାତ ପିଲାମାନେ ଅସୁସ୍ଥ ହେବା ସହ ବାନ୍ତି କରିଥିଲେ। ତୁରନ୍ତ ସେମାନଙ୍କୁ ଧର୍ମଶାଳା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ତେବେ ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି। ଖବର ପାଇ ଆରୁହା ପଂଚାୟତର ସରପଞ୍ଚଙ୍କ ପ୍ରତିନିଧି ମେଡିକାଲରେ ପହଞ୍ଚି ସେମାନଙ୍କର ଚିକିତ୍ସା କଥା ତଦାରଖ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe