ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ୍ ଅଧିନ ସମବାୟ ସମିତିରେ ୪୦  କୋଟିର ଦୁର୍ନୀତି, ଦୁର୍ନୀତିରେ ସଂପୃକ୍ତ କର୍ମଚାରୀଙ୍କ ପଦୋନ୍ନତି ଅଭିଯୋଗ

Advertisment

ସମବାୟ ସମିତିରେ ଟଙ୍କା ଜମା ରଖିଥିଲେ ଚାଷୀ । ଜମାକାରୀଙ୍କ ୪୦ କୋଟି ଟଙ୍କା ଲୁଟି ନେଇଛନ୍ତି ବ୍ୟାଙ୍କ କର୍ମଚାରୀ ! ବର୍ଷବର୍ଷ ଧରି ଏନେଇ ବ୍ୟାଙ୍କ ଓ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ପରେ ଭିଜିଲାନ୍ସ ତଦନ୍ତରେ ଅଟକି ରହିଛି ମାମଲା। ଟଙ୍କା ହେରଫେର ମାମଲାରେ ସଂପୃକ୍ତ ଥିବା କର୍ମଚାରୀଙ୍କୁ ମ୍ୟାନେଜର ଦାୟିତ୍ୱ ଦିଆଯିବା ନେଇ ପ୍ରଶ୍ନ ଉଠିଛି । 

ZþKZKZKþqKZKZ

କନକ ବ୍ୟୁରୋ : ବାଲେଶ୍ବର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ସମିତି ବାର୍ଷିକ ବିବରଣୀ ଉପସ୍ଥାପନ କାର୍ଯ୍ୟକ୍ରମରେ ଅସନ୍ତୋଷ। ଆରମ୍ଭରୁ ବିରୋଧ । ଅସନ୍ତୋଷ ଝାଡ଼ିଛନ୍ତି ସମବାୟ ସମିତିର ପୂର୍ବତନ ସଭାପତି ଲକ୍ଷ୍ମୀନାରାୟଣ ପରମାଣିକ । ସମବାୟ ସମିତିରେ ଟଙ୍କା ଜମା ରଖିଥିଲେ ଚାଷୀ । ଜମାକାରୀଙ୍କ ୪୦ କୋଟି ଟଙ୍କା ଲୁଟି ନେଇଛନ୍ତି ବ୍ୟାଙ୍କ କର୍ମଚାରୀ ! ବର୍ଷବର୍ଷ ଧରି ଏନେଇ ବ୍ୟାଙ୍କ ଓ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ପରେ ଭିଜିଲାନ୍ସ ତଦନ୍ତରେ ଅଟକି ରହିଛି ମାମଲା। ଟଙ୍କା ହେରଫେର ମାମଲାରେ ସଂପୃକ୍ତ ଥିବା କର୍ମଚାରୀଙ୍କୁ ମ୍ୟାନେଜର ଦାୟିତ୍ୱ ଦିଆଯିବା ନେଇ ପ୍ରଶ୍ନ ଉଠିଛି । 

ବାଲେଶ୍ବର- ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ୍ ଅଧୀନରେ ରହିଛି ପଣପଣା ସମବାୟ ସମିତି। ସେହି ସମିତିରେ କୋଟିକୋଟି ଟଙ୍କାର ଋଣ ଠକେଇ ଶିକାର ହୋଇଛନ୍ତି ଜମାକାରୀ। ବାଲେଶ୍ବର ଜିଲ୍ଲାପାଳ କହିଛନ୍ତି, ସମବାୟ ସମିତି ଦୁର୍ନୀତିର ତଦନ୍ତ ରିପୋର୍ଟ ସରକାରଙ୍କୁ ପଠାଯାଇଛି। ତୁରନ୍ତ ଦୋଷୀଙ୍କ ବିରୋଧରେ  କାର୍ଯ୍ୟାନୁଷ୍ଠାନ ନିଆଯିବ । ଭିଜିଲାନ୍ସର ତଦନ୍ତ ପରେ ବି କୌଣସି  କାର୍ଯ୍ୟାନୁଷ୍ଠାନ ହେଉନି କି ଟଙ୍କା ଫେରିପାଉନାହାନ୍ତି ଜମାକାରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe