କନକ ବ୍ୟୁରୋ : ମାଟି ଖୋଳୁ ଖୋଳୁ ଖସିଲା ଅତଡ଼ା । ଦୁର୍ଘଟଣାରେ ୪ ମୃତ, ଫସିଛନ୍ତି ବହୁ ମହିଳା ଓ ଶିଶୁ । ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶରେ । ଉତ୍ତରପ୍ରଦେଶର କାସଗଞ୍ଜରେ ଘଟିଛି ବଡ଼ ଅଘଟଣ । ମାଟି ଅତଡ଼ା ଖସି ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୩ ମହିଳା ଓ ଜଣେ ଯୁବତୀ ଅଛନ୍ତି। ଏବେ ବି ବହୁ ମହିଳା ଓ ଶିଶୁ ମାଟି ତଳେ ଫସି ରହିଥିବା ଅନୁମାନ କରାଯାଉଛି ।
ଉତ୍ତରପ୍ରଦେଶରେ ଆଜି ବେଶ୍ ଧୁମଧାମରେ ପାଳିତ ହେଉଛି ଦେବଠାନ ପର୍ବ। ମାତ୍ର ଏହା ପୂର୍ବରୁ କାସଗଞ୍ଜରେ ଘଟିଛି ଅଘଟଣ । ମାଟି ଅତଡ଼ା ଖସି ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୩ ମହିଳା ଓ ଜଣେ ଯୁବତୀ ଅଛନ୍ତି। ଏବେ ବି ବହୁ ମହିଳା ଓ ଶିଶୁ ମାଟି ତଳେ ଫସି ରହିଥିବା ଅନୁମାନ କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2024/11/12/c6yCfUJNXekG9kinz65e.jpg)