୩୭ତମ ସବ୍ ଜୁନିଅର ବେଡ଼ମିଣ୍ଟନ ଚମ୍ପିୟାନସିପ୍, ଅଗ୍ରୀମା ସିଂକୁ ପରାଜିତ କରି ସେମିଫାଇନାଲରେ ଓଡ଼ିଆ ଝିଅ

Advertisment

ଚତୁର୍ଥ ଦିନର ଖେଳରେ ଓଡ଼ିଆ ଖେଳାଳୀ ତନଭି ପତ୍ରି ୧୫ବର୍ଷ ରୁ କମ ବୟସ ବର୍ଗର କ୍ୱାର୍ଟର ଫାଇନାଲରେ ଉତ୍ତରପ୍ରଦେଶର ଅଗ୍ରୀମା ସିଂ ଙ୍କୁ ୨୧-୧୪ଓ ୨୧-୧୪ପଏଣ୍ଟ ର ଦୁଇଟି ଗେମରେ ପରାଜିତ କରି ସେମି ଫାଇନାଲ ରେ ପହଞ୍ଚିଛନ୍ତି ।  ଏହି ବୟସ ବର୍ଗରେ ତେଲେଙ୍ଗାନାର ଅବନି ବିକ୍ରମ ଗୋବିନ୍ଦ, ହାମସିନୀ ଚନ୍ଦରମ ଓ ପଞ୍ଜାବର ଇନାୟତ ଗୁଲାଟି ନିଜ ନିଜ ପ୍ରତିଦ୍ବନ୍ଦୀଙ୍କୁ ହରାଇ ସେମି ଫାଇନାଲ ରେ ପହଂଚିଛନ୍ତି  ।

P

କନକ ବ୍ୟୁରୋ : ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମ ପରିସରସ୍ଥ ଡାଲମିଆ ଭାରତ ଗୋପିଚାନ୍ଦ ବ୍ୟାଡ଼ମିଣ୍ଟନ ଉତ୍କର୍ଷ କେନ୍ଦ୍ର (ସଟଲ) ରେ ଆୟୋଜିତ ୩୭ତମ ଜାତୀୟ ସବ ଜୁନିଅର ବେଡ଼ମିଣ୍ଟନ ଚମ୍ପିୟାନସିପର  ଚତୁର୍ଥ ଦିନ ରେ ଉଭୟ ବୟସ ବର୍ଗରେ ସମସ୍ତ ବିଭାଗ ର ସେମିଫାଇନାଲ ଲାଇନ ଚୂଡାନ୍ତ ହୋଇଯାଇଛି ।

ଚତୁର୍ଥ ଦିନର ଖେଳରେ ଓଡ଼ିଆ ଖେଳାଳୀ ତନଭି ପତ୍ରି ୧୫ବର୍ଷ ରୁ କମ ବୟସ ବର୍ଗର କ୍ୱାର୍ଟର ଫାଇନାଲରେ ଉତ୍ତରପ୍ରଦେଶର ଅଗ୍ରୀମା ସିଂ ଙ୍କୁ ୨୧-୧୪ଓ ୨୧-୧୪ପଏଣ୍ଟ ର ଦୁଇଟି ଗେମରେ ପରାଜିତ କରି ସେମି ଫାଇନାଲ ରେ ପହଞ୍ଚିଛନ୍ତି ।  ଏହି ବୟସ ବର୍ଗରେ ତେଲେଙ୍ଗାନାର ଅବନି ବିକ୍ରମ ଗୋବିନ୍ଦ, ହାମସିନୀ ଚନ୍ଦରମ ଓ ପଞ୍ଜାବର ଇନାୟତ ଗୁଲାଟି ନିଜ ନିଜ ପ୍ରତିଦ୍ବନ୍ଦୀଙ୍କୁ ହରାଇ ସେମି ଫାଇନାଲ ରେ ପହଂଚିଛନ୍ତି  ।

fdgsgsdgf

ବାଳକ ୧୫ ବର୍ଷରୁ କମ ବିଭାଗର କ୍ୱାର୍ଟର ଫାଇନାଲ ଲଢେଇରେ ତେଲେଙ୍ଗାନା ର ଶ୍ରୀଚେତନ ସୌର୍ଯ୍ୟ  ସାମଲା ଟପ ସିଡ ପଞ୍ଜାବର ୱାଜିର ସିଂ ଙ୍କୁ ୨୧-୧୯,୨୧-୨୩,ଓ ୨୧-୧୮ ପଏଣ୍ଟ ରେ ହରାଇ ସେମି ଫାଇନାଲ ପହଞ୍ଚିଛନ୍ତି ।  ଏହିବିଭାଗ ରେ କର୍ଣ୍ଣାଟକ ର ପୁଷ୍କର ସାଇ, ଦିଲ୍ଲୀର ହର୍ଷିତ ଖତ୍ରୀ ଓ ରାଜସ୍ଥାନର ଅଂଶୁମାନ ଚୌଧୁରୀ ନିଜ ନିଜ ପ୍ରତିଦ୍ବନ୍ଦୀଙ୍କୁ ହରାଇ ସେମି ଫାଇନାଲରେ ପହଂଚିଛନ୍ତି ।  

gfsgfsdg

୧୫ବର୍ଷ ରୁ କମ ବାଳିକା ଡବଲସରେ ଓଡ଼ିଆ ଯୋଡି ସ୍ଵାତି ନାୟକ ଓ ନିମିଶା ଓଝା ନିଜ ପ୍ରତିଦ୍ବନ୍ଦୀ କର୍ଣ୍ଣାଟକ ଯୋଡି ଶ୍ରେୟା କାନ୍ଦିବିଲ୍ଲା  ଓ ଶ୍ରୀ ନାଗଲକ୍ଷ୍ମୀ. ପି. ଙ୍କୁ୨୨-୨୦,୧୪-୨୧,୨୧-୧୧ ପଏଣ୍ଟରେ ପରାସ୍ତ କରି ସେମିଫାଇନାଲରେ ପହଂଚିଛନ୍ତି ।  ଏହି ବିଭାଗ ର ଅନ୍ୟ ଏକ କ୍ଵାଟର ରେ ତାମିଲନାଡୁ ଯୋଡି ନୟୋନିକା. ଏ. ଏବଂ ଧନ୍ୟା. ଏସ. ଜେ.  ଆନ୍ଧ୍ର-ହରିଆଣା ଯୋଡି ତ୍ରିସିଥା ଓ ଜୋଏଲ ରଣାଙ୍କୁ ହରାଇ ସେମିଫାଇନାଲରେ ପହଂଚିଛନ୍ତି ।   
୧୭ ବର୍ଷ ରୁ କମ ବାଳିକା ସିଙ୍ଗଲ ବିଭାଗ ରେ ତନଭି ପତ୍ରି ନିଜ ପ୍ରତିଦ୍ବନ୍ଦୀ କେରଳର ହିଥା ମାରିଆ ଜୋସଙ୍କୁ  ୨୧-୧୫,୨୧-୧୨ ଦୁଇଟି ଗେମରେ ପରାସ୍ତ କରି ପ୍ରତିଯୋଗୀତ ର ସେମି ଫାଇନାଲରେ ପ୍ରବେଶ କରିଛନ୍ତି ।    ଏହି ବିଭାଗ ର ଅନ୍ୟ କ୍ଵାଟର ଫାଇନାଲ ଲଢେଇରେ ତାମିଲନାଡୁ ଖେଳାଳୀ ଦୀକ୍ଷା ଏସ. ଆର, ଦିଲ୍ଲୀ ଖେଳାଳୀ ଋଷିକା ନନ୍ଦୀ ନିଜ ନିଜ ପ୍ରତିଦ୍ବନ୍ଦୀଙ୍କୁ ପରାସ୍ତ କରି ସେମି ଫାଇନାଲରେ ପହଂଚି ଛନ୍ତି ।  ୧୭ ବର୍ଷ କମ ବାଳକ ବିଭାଗ ରେ ଟପ ସିଡ ଜଗସେର ସିଂ ଖାଙ୍ଗୁରା କର୍ଣ୍ଣାଟକର ପ୍ରଣବ ଏମଙ୍କୁ ୨୧-୧୪,୨୧-୧  ହରାଇ ସେମି ଫାଇନାଲରେ ପହଞ୍ଚିଛନ୍ତି ।   ଏହି ବିଭାଗରେ ଆସାମର ବର୍ଣ୍ଣିଲ ଆକାଶ ଚେଙ୍ଗମାଇ, ପଞ୍ଜାବର ବିରାଜ ଶର୍ମା, ମହାରାଷ୍ଟ୍ରର ଦେବ ରୂପରେଲିଆ ନିଜ ନିଜ ପ୍ରତିଦ୍ବନ୍ଦୀଙ୍କୁ ହରାଇ ସେମିଫାଇନାଲ ରେ ପହଂଚିଛନ୍ତି ।

fsdffsd

  ୫ ତାରିଖ ଦିନ ସମସ୍ତ ବିଭାଗ ର ସେମି ଫାଇନାଲ ଏବଂ ଆଗାମୀ ୬ ତାରିଖ ଦିନ ଏହି ଜାତୀୟ ଚମ୍ପିୟାନସିପର ସମସ୍ତ ଫାଇନାଲ ଖେଳ ଅନୁଷ୍ଠିତ ହେବ ବୋଲି ଓସବା ତଥା ଆୟୋଜନ କମିଟୀ ସମ୍ପାଦକ ନିଲିନ କୁମାର ଜଣାଇଛନ୍ତି ।   

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe