ବୈତରଣୀ ନଦୀରେ ଫସିଲେ ୩୦ଟିକିଆ ହାତୀପଲ : ନଦୀ ଟାପୁରେ ଫସିଛନ୍ତି ହାତୀ

ବୈତରଣୀ ନଦୀ ଟାପୁରେ ଫସି ରହିଛନ୍ତି ୩୦ ଟିକିଆ ହାତୀପଲ । ପାଟଣା  ରେଞ୍ଜ ଖିରେଇ ଟାଙ୍ଗିରୀ ସେକ୍ସନ ୩ ଧାରିଆ ନିକଟରେ ହାତୀ ଗୁଡ଼ିକୁ ନଦୀ ମଧ୍ୟରେ ଅଟକି ରହିଛନ୍ତି ।

14

Photograph: (kanaknews)

କନକବ୍ୟୁରୋ : ବୈତରଣୀ ନଦୀ ଟାପୁରେ ଫସି ରହିଛନ୍ତି ୩୦ ଟିକିଆ ହାତୀପଲ । ପାଟଣା  ରେଞ୍ଜ ଖିରେଇ ଟାଙ୍ଗିରୀ ସେକ୍ସନ ୩ ଧାରିଆ ନିକଟରେ ହାତୀ ଗୁଡ଼ିକୁ ନଦୀ ମଧ୍ୟରେ ଅଟକି ରହିଛନ୍ତି ।  ହାତୀପଲଙ୍କୁ ଦେଖିବାକୁ ଉଭୟ ପାର୍ଶ୍ବରେ ଲୋକ ଜମା ହୋଇ ରହିଥିବା ବେଳେ ଭିଡ଼ ଯୋଗୁ ହାତୀପଲ ଯାଇପାରୁନାହାଁନ୍ତି । ହାତୀପଲ ଉପରେ ନଜର ରଖିଛନ୍ତି ବନ ବିଭାଗ କର୍ମଚାରୀ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe