କନକବ୍ୟୁରୋ : ବୈତରଣୀ ନଦୀ ଟାପୁରେ ଫସି ରହିଛନ୍ତି ୩୦ ଟିକିଆ ହାତୀପଲ । ପାଟଣା  ରେଞ୍ଜ ଖିରେଇ ଟାଙ୍ଗିରୀ ସେକ୍ସନ ୩ ଧାରିଆ ନିକଟରେ ହାତୀ ଗୁଡ଼ିକୁ ନଦୀ ମଧ୍ୟରେ ଅଟକି ରହିଛନ୍ତି ।  ହାତୀପଲଙ୍କୁ ଦେଖିବାକୁ ଉଭୟ ପାର୍ଶ୍ବରେ ଲୋକ ଜମା ହୋଇ ରହିଥିବା ବେଳେ ଭିଡ଼ ଯୋଗୁ ହାତୀପଲ ଯାଇପାରୁନାହାଁନ୍ତି । ହାତୀପଲ ଉପରେ ନଜର ରଖିଛନ୍ତି ବନ ବିଭାଗ କର୍ମଚାରୀ । 

Advertisment