ଚାଉଳ ଯୋଗାଣରେ ହେରଫେର ଓ ଖରାପ ଚାଉଳ ଯୋଗାଣ ଅଭିଯୋଗ । ସିଲ୍‌ ହେଲା ସୁବର୍ଣ୍ଣପୁର ଜିଲ୍ଲାର ୩ ରାଇସ୍ ମିଲ୍

Advertisment

ଚାଉଳ ଯୋଗାଣରେ ହେରଫେର ଓ ଖରାପ ଚାଉଳ ଯୋଗାଣ ଅଭିଯୋଗରେ ସିଲ୍‌ ହେଲା ରାଇସ୍ ମିଲ୍ । ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ମୋଟ ୩ଟି ରାଇସ ମିଲକୁ ସିଲ୍ କରାଯାଇଛି ।

ଚାଉଳ ଯୋଗାଣରେ ହେରଫେର ଓ ଖରାପ ଚାଉଳ ଯୋଗାଣ ଅଭିଯୋଗରେ ସିଲ୍‌ ହେଲା ରାଇସ୍ ମିଲ୍ । ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ମୋଟ ୩ଟି ରାଇସ ମିଲକୁ ସିଲ୍ କରାଯାଇଛି ।

rice

କନକ ବ୍ୟୁରୋ : ଚାଉଳ ଯୋଗାଣରେ ହେରଫେର ଓ ଖରାପ ଚାଉଳ ଯୋଗାଣ ଅଭିଯୋଗରେ ସିଲ୍‌ ହେଲା ରାଇସ୍ ମିଲ୍ । ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ମୋଟ ୩ଟି ରାଇସ ମିଲକୁ ସିଲ୍ କରାଯାଇଛି । ବିଭାଗୀୟ ମନ୍ତ୍ରୀଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ ସମୟରେ ଚାଉଳ ଯୋଗାଣରେ ହେରଫେର ଓ ଅନିୟମିତତା ନେଇ ଅଭିଯୋଗ ଆସିଥିଲା । ଏହି ସମୟରେ ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂଦେଓ, ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲା ଏବଂ ସୁବର୍ଣ୍ଣପୁର ଜିଲ୍ଲାପାଳ ଅନନ୍ୟା ଦାସ ପ୍ରମୁଖ ରାଇସ୍ ମିଲ୍ ଉପରେ ଚଢାଉ କରିଥିଲେ । ଏହାପରେ ପ୍ରଶାସନ ଜିଲ୍ଲାର ୩ଟି ଚାଉଳ ଗୋଦାମକୁ ସିଲ୍ କରିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe