ଚନ୍ଦ୍ରଭାଗାରେ ଗାଧୋଇବା ବେଳେ ଭାସିଗଲେ ୩ ଯୁବକ, ଜଣେ ନିଖୋଜ

Advertisment

ଚନ୍ଦ୍ରଭାଗା ସମୁଦ୍ରରେ ଭାସିଗେଲେ ୩ ଜଣ । ଗାଧୋଉଥିବା ବେଳେ ୩ ଯୁବକ ଭାସିଯାଇଥିବା ନେଇ ସୂଚନା ମିଳିଛି ।

ଚନ୍ଦ୍ରଭାଗା ସମୁଦ୍ରରେ ଭାସିଗେଲେ ୩ ଜଣ । ଗାଧୋଉଥିବା ବେଳେ ୩ ଯୁବକ ଭାସିଯାଇଥିବା ନେଇ ସୂଚନା ମିଳିଛି ।

Drowning

କନକ ବ୍ୟୁରୋ : ଚନ୍ଦ୍ରଭାଗା ସମୁଦ୍ରରେ ଭାସିଗେଲେ ୩ ଜଣ । ଗାଧୋଉଥିବା ବେଳେ ୩ ଯୁବକ ଭାସିଯାଇଥିବା ନେଇ ସୂଚନା ମିଳିଛି । ଲାଇଫଗାର୍ଡ ଦ୍ୱାରା ୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ଜଣେ ନିଖୋଜ ରହିଛନ୍ତି । ନିଖୋଜ ଯୁବକ ଜଣକ ପିପିଲି ଅଞ୍ଚଳର ବୋଲି ଜଣାପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe