କନକ ବ୍ୟୁରୋ : ଚନ୍ଦ୍ରଭାଗା ସମୁଦ୍ରରେ ଭାସିଗେଲେ ୩ ଜଣ । ଗାଧୋଉଥିବା ବେଳେ ୩ ଯୁବକ ଭାସିଯାଇଥିବା ନେଇ ସୂଚନା ମିଳିଛି । ଲାଇଫଗାର୍ଡ ଦ୍ୱାରା ୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ଜଣେ ନିଖୋଜ ରହିଛନ୍ତି । ନିଖୋଜ ଯୁବକ ଜଣକ ପିପିଲି ଅଞ୍ଚଳର ବୋଲି ଜଣାପଡ଼ିଛି ।