ଓଡ଼ିଶା ଛତିଶଗଡ଼ ସୀମାରେ ଓଡିଶା ଏସଓଜି, ସିଆରପିଏଫ୍ ଓ ଛତିଶଗଡ ପୁଲିସର ବଡ଼ ଅପରେସନ: ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ମାଓବାଦୀ ନିପାତ

Advertisment

ଓଡିଶା ଛତିଶଗଡ଼ ସୀମାରେ ବଡ ଅପରେଶନ। ଛତିଶଗଡ ଗରିଆବନ୍ଧ ଓ ଓଡିଶା ନୂଆପଡା ସୀମାବର୍ତ୍ତୀ ଜଂଗଲରେ ପୁଲିସ ମାଓବାଦୀ ମୁହାଁ ମୁହିଁ। ଯବାନଙ୍କ ଗୁଳିରେ ୩ ମାଓବାଦୀ ନିପାତ ହୋଇଥିବା ବେଳେ ଘଟଣା ସ୍ଥଳରୁ ୫ଟି ବନ୍ଧୁକ ଓ ବିପୁଳ ପରିମାଣରେ ମାରଣାସ୍ତ୍ର ଜବତ ହୋଇଛି।

wd

d

କନକ ବ୍ୟୁରୋ: ଓଡିଶା ଛତିଶଗଡ଼ ସୀମାରେ ବଡ ଅପରେଶନ। ଛତିଶଗଡ ଗରିଆବନ୍ଧ ଓ ଓଡିଶା ନୂଆପଡା ସୀମାବର୍ତ୍ତୀ ଜଂଗଲରେ ପୁଲିସ ମାଓବାଦୀ ମୁହାଁ ମୁହିଁ। ଯବାନଙ୍କ ଗୁଳିରେ ୩ ମାଓବାଦୀ ନିପାତ ହୋଇଥିବା ବେଳେ ଘଟଣା ସ୍ଥଳରୁ ୫ଟି ବନ୍ଧୁକ ଓ ବିପୁଳ ପରିମାଣରେ ମାରଣାସ୍ତ୍ର ଜବତ ହୋଇଛି। ଗୁଇନ୍ଦା ସୁଚନା କୁ ଆଧାର କରି ଓଡିଶା ଏସଓଜିର ୫ଟି ଟିମ୍ ଓ ଛତିଶଗଡ ଏସଟିଫ ର ୫ ଟିମ୍ ସହ ଓଡିଶା ର ସିଆରପିଏଫ୍ ଯବାନଙ୍କ ପକ୍ଷର ଏହ ଅପରେଶନ ଲଂଚ କରା ଯାଇ ଥିଲା। ଏବେ ବି ସର୍ଚ ଅପରେଶନ ଜାରି ରହି ଥିବା ନେଇ ଗରିଆବନ୍ଧ ଏସପି ନିଖିଲ ରାଖେଚାଙ୍କ ସୁଚନା ଦେଇଛନ୍ତି। ସେହିପରି ଆଉ ଏକ ଭିନ୍ନ ଘଟଣାରେ ଆଇଇଡି ବିସ୍ଫୋରଣରେ ୩ ଯବାନ ଆହତ ହୋଇଛନ୍ତି। ଛତିଶଗଡ଼ ବିଜାପୁର ଜିଲ୍ଲା ଟୋଡକା ଗାଁ ନିକଟରେ ବିସ୍ଫୋରଣ ଘଟି ଥିବା ବେଳେ ୩ ଡିଆରଜି ଯବାନ ସାମାନ୍ୟ ଆହତ ହୋଇଛନ୍ତି। ସର୍ଚ୍ଚ ଅପରେସନ ସାରି ନିଜ। କ୍ୟାମ୍ପକୁ ଫେରୁ ଥିବା ବେଳେ ମାଓବାଦୀଙ୍କ ଦ୍ବାରା ଖଂଜା ଯାଇଥିବା ବିସ୍ଫୋରଣର ଶିକାର ହୋଇଥିଲେ ଯବାନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe