ଘାଟିରୁ ୪୦ ଫୁଟ ତଳକୁ ଖସିଲା ସେନା ଗାଡ଼ି । ଦୁର୍ଘଟଣାରେ ୪ ବିଏସଏଫ୍ ଯବାନ ସହିଦ

Advertisment

ଜାମ୍ମୁକାଶ୍ମୀର ବଡଗାମରେ ଘାଟିରେ ସେନା ଗାଡ଼ି। ଦୁର୍ଘଟଣାରେ ୪ ବିଏସଏଫ୍ ଯବାନ ସହିଦ ହୋଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୬ ଜଣ ଗୁରୁତର ଥିବା ଜଣାପଡ଼ିଛି ।

ଜାମ୍ମୁକାଶ୍ମୀର ବଡଗାମରେ ଘାଟିରେ ସେନା ଗାଡ଼ି। ଦୁର୍ଘଟଣାରେ ୪ ବିଏସଏଫ୍ ଯବାନ ସହିଦ ହୋଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୬ ଜଣ ଗୁରୁତର ଥିବା ଜଣାପଡ଼ିଛି ।

sena gadi

କନକ ବ୍ୟୁରୋ: ଜାମ୍ମୁକାଶ୍ମୀର ବଡଗାମରେ ଘାଟିରେ ସେନା ଗାଡ଼ି। ଦୁର୍ଘଟଣାରେ ୪ ବିଏସଏଫ୍ ଯବାନ ସହିଦ ହୋଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୬ ଜଣ ଗୁରୁତର ଥିବା ଜଣାପଡ଼ିଛି । ସମସ୍ତ ଆହତଙ୍କୁ ଏସଡିଏଫସି ଖାନ୍ ସାହେବ ଓ ବଡ଼ଗାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଗତକାଲି ଗାଡ଼ିରେ ପାଖାପାଖି ୩୬ ଜଣ ଯବାନ ଯାତ୍ରା କରୁଥିଲେ। ତେବେ ବ୍ରିଲ ଗାଁ ନିକଟରେ ଭାରସାମ୍ୟ ହରାଇ ଗାଡ଼ିଟି ଘାଟି ତଳକୁ ଖସିପଡ଼ିଥିଲା। ଦୁର୍ଘଟଣା ପରେ ତୁରନ୍ତ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ କରାଯାଇଥିଲା। ପରେ ସ୍ଥାନୀୟ ପୁଲିସ ଓ ଉଦ୍ଧାରକାରୀ ଟିମ୍ ପହଞ୍ଚି ବସ ଭିତରୁ ସମସ୍ତଙ୍କୁ ଉଦ୍ଧାର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe