ଆରମ୍ଭ ହେଲା ବିଧାନସଭା ପ୍ରଶ୍ନକାଳ ; ଦ୍ୱିତୀୟ ଦିନରେ ସ୍ୱାଭାବିକ ଚାଲିଛି ଗୃହକାର୍ଯ୍ୟ

ଆରମ୍ଭ ହୋଇଛି ବିଧାନସଭା ଶୀତ ଅଧିବେଶନର ଦ୍ୱିତୀୟ ଦିନ  । ଗୃହରେ ପ୍ରଶ୍ନକାଳ ସ୍ୱାଭାବିକ ଚାଲିଛି । ପ୍ରଥମ ଦିନରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହ ବାରମ୍ବାର ମୁଲତବି ହେବା ପରେ ଆଜି ସୁରୁଖୁରୁରେ ଚାଲିଛି ପ୍ରାଶ୍ନୋତ୍ତର କାର୍ଯ୍ୟ । 

Screen Shot 2024-11-27 at 10.44.13 AM

କନକ ବ୍ୟୁରୋ: ଆରମ୍ଭ ହୋଇଛି ବିଧାନସଭା ଶୀତ ଅଧିବେଶନର ଦ୍ୱିତୀୟ ଦିନ  । ଗୃହରେ ପ୍ରଶ୍ନକାଳ ସ୍ୱାଭାବିକ ଚାଲିଛି । ପ୍ରଥମ ଦିନରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହ ବାରମ୍ବାର ମୁଲତବି ହେବା ପରେ ଆଜି ସୁରୁଖୁରୁରେ ଚାଲିଛି ପ୍ରାଶ୍ନୋତ୍ତର କାର୍ଯ୍ୟ । 

 ପ୍ରଥମରେ ରାଜ୍ୟରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ପ୍ରସଙ୍ଗ ରହିଛି ।  ଏହାର  ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି  ସିଂଦେଓ । ୫୮ ଟି ସବଡିଭିଜନରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ପାଇଁ ସରକାର ଯୋଜନା ରହିଛି ।  ଏନେଇ କାର୍ଯ୍ୟ ମଧ୍ୟ  ଚାଲିଛି  । ଆବଶ୍ୟକ ଅନୁଯାୟୀ ପିପିପି ମୋଡରେ ହାଇବ୍ରିଡ଼ କୋଲଡ଼ ଷ୍ଟୋରେଜ କରାଯିବ ବୋଲି ସିଂଦେଓ କହିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe