ହ୍ରାସ ପାଇବାରେ ଲାଗିଛି ମାଓ ସଂଗଠନ,  ଛତିଶଗଡ଼ ଜଗଦଲପୁରରେ ୨୦୦ ମାଓ କରିବେ ଆତ୍ମସମର୍ପଣ

Advertisment

ମୁଖ୍ୟମନ୍ତ୍ରୀଙ୍କ ଆଗରେ ଅସ୍ତ୍ର ତ୍ୟାଗ କରି ମୁଖ୍ୟ ସ୍ରୋତରେ ହେବେ ସାମିଲ

ମୁଖ୍ୟମନ୍ତ୍ରୀଙ୍କ ଆଗରେ ଅସ୍ତ୍ର ତ୍ୟାଗ କରି ମୁଖ୍ୟ ସ୍ରୋତରେ ହେବେ ସାମିଲ

୨୦୦ ମାଓ କରିବେ ଆତ୍ମସମର୍ପଣ

୨୦୦ ମାଓ କରିବେ ଆତ୍ମସମର୍ପଣ Photograph: (KanakNews)

କନକ ବ୍ୟୁରୋ:  ଲୋପ ପାଉଛି ମାଓବାଦ। ଅସ୍ତ୍ର ତ୍ୟାଗ କରି ଶାନ୍ତି ପଥେ ଆଗେଇ ଆସିଛନ୍ତି ମାଓବାଦୀ । ମାଓ ଇତିହାସର ପ୍ରଥମ କରି ପ୍ରାୟ ୨୦୦ ମାଓବାଦୀ ଅସ୍ତ୍ର ତ୍ୟାଗ କରି ସମାଜର ମୁଖ୍ୟ ଧାରା ରେ ଶାମିଲ ହବାକୁ ଯାଉଛନ୍ତି ।

ଛତିଶଗଡ଼ ଦଣ୍ଡକାରଣ୍ୟ ସ୍ପୋଶାଲ ଯୋନାଲ କମିଟି ରୁ ପ୍ରାୟ ୧୪୦ ରୁ ଉର୍ଦ୍ଧ୍ବ  ଏବଂ ଉତ୍ତର ବସ୍ତର ଡିଭିଜନର ୫୦ରୁ ଉର୍ଦ୍ଧ୍ବ ମାଓବାଦୀ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅସ୍ତ୍ର ତ୍ୟାଗ କରିବେ । ପ୍ରାୟ ୨୦୦ ମାଓବାଦୀ ଆତ୍ମସମର୍ପଣ କରିବେ । ଦିନ ୧୧ଟାରେ ଛତିଶଗଡ଼ର ଜଗଦଲପୁର ଠାରେ ଏକ ବିରାଟ ସାଧାରଣ ସଭାରେ ମାଓବାଦୀ ମାନେ ଆତ୍ମମର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ଦଣ୍ଡକାରଣ୍ୟ ସ୍ପେଶାଲ ଯୋନାଲ କମିଟି ମୁଖ୍ୟ ରୁପେଶଙ୍କ ସମେତ ୧୪୦ ମାଓବାଦୀ ଅସ୍ତ୍ର ତ୍ୟାଗ କରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe