ଉଠିପାରେ ୨ ମିଟର ଜୁଆର , ଉପକୂଳିଆ ଅଞ୍ଚଳ ହୋଇପାରେ ଜଳମଗ୍ନ । ଉତ୍ତର ପଶ୍ଟିମ ଦିଗରେ ଗତି କରୁଛି ବାତ୍ୟା ଦାନା ।

Advertisment

ଆଇଏମଡି ଡିଜିଙ୍କ ସୂଚନା , ଉଠିପାରେ ୨ ମିଟର ଜୁଆର । ଏହା ଧିରେ ଧିରେ ଅଗ୍ରସର ହୋଇ ବାତ୍ୟାର ରୂପ ନେଉଛି । ପାରାଦୀପଠାରୁ ଦକ୍ଷିଣପୂର୍ବ ଦିଗରେ ୫୦୦ କିମି ଦୂରରେ ରହିଛି । ଉତ୍ତର ପଶ୍ଚିମ ଦିଗରେ ଏହା ଗତି କରୁଛି ।

ଆଇଏମଡି ଡିଜିଙ୍କ ସୂଚନା , ଉଠିପାରେ ୨ ମିଟର ଜୁଆର । ଏହା ଧିରେ ଧିରେ ଅଗ୍ରସର ହୋଇ ବାତ୍ୟାର ରୂପ ନେଉଛି । ପାରାଦୀପଠାରୁ ଦକ୍ଷିଣପୂର୍ବ ଦିଗରେ ୫୦୦ କିମି ଦୂରରେ ରହିଛି । ଉତ୍ତର ପଶ୍ଚିମ ଦିଗରେ ଏହା ଗତି କରୁଛି ।

ghjkl;jdd

କନକ ବ୍ୟୁରୋ : ଆଇଏମଡି ଡିଜିଙ୍କ ସୂଚନା , ଉଠିପାରେ ୨ ମିଟର ଜୁଆର । ଏହା ଧିରେ ଧିରେ ଅଗ୍ରସର ହୋଇ ବାତ୍ୟାର ରୂପ ନେଉଛି । ପାରାଦୀପଠାରୁ ଦକ୍ଷିଣପୂର୍ବ ଦିଗରେ ୫୦୦ କିମି ଦୂରରେ ରହିଛି । ଉତ୍ତର ପଶ୍ଚିମ ଦିଗରେ ଏହା ଗତି କରୁଛି । ଏହା ଭୟଙ୍କର ଘୁର୍ଣ୍ଣିବାତ୍ୟାର ରୂପ ନେବ । ପବନର ବେଗ ୧୦୦ରୁ ୧୨୦ ରହିବାର ସମ୍ଭାବନା ଅଛି । ଉପକୂଳିଆ ଅଞ୍ଚଳ ଜଳମଗ୍ନ ହୋଇପାରେ , ଉତ୍ତର ପଶ୍ଟିମ ଦିଗରେ ଗତି କରୁଛି ବାତ୍ୟା । ଏହାର ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ମଧ୍ୟ ଆରମ୍ଭ ହୋଇଗଲାଣି । ୨୪ ରାତିରୁ ୨୫ ସକାଳ ମଧ୍ୟରେ ଛୁଇଁବ ସ୍ଥଳଭାଗ । ସ୍ଥଳଭାଗ ଛୁଇଁବା ବେଳକୁ  ଘଣ୍ଟାପ୍ରତି ୧୦୦-୧୨୦ ବେଗରେ ବହିବ ପବନ । ପାଖାପାଖି ୧୯ଟି ଜିଲ୍ଲାରେ ବାତ୍ୟା ଦାନାର ପ୍ରଭାବ ପଡିବ ବୋଲି ପୂୁର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe