କନକ ବ୍ୟୁରୋ : ଜେଲ୍ରୁ ଚମ୍ପଟ ମାରିଲା କୁଖ୍ୟାତ ଅପରାଧୀ । ଚୌଦ୍ବାର ଜେଲ୍ରୁ ଦୁଇ କୁଖ୍ୟାତ ଅପରାଧୀ ଫେରାର ହୋଇଥିବା ସୂଚନା ମିଳିଛି । ୨ ଅପରାଧୀ ହେଲେ ମଧୂକାନ୍ତ ଓ ରାଜା ସାହାଣୀ , ଏମାନେ ହେଲେ ବିହାର ଅଞ୍ଚଳର । କିଛି ଦିନ ତଳେ ପାଣିକୋଇଲି ଅଞ୍ଚଳରୁ ଏକ ସୁନା ଦୋକାନରୁ ସୁନା ଚୋରି ଓ ମର୍ଡର କେଶରେ ବିଚାର ଧୀନ କଏଦୀ ଭାବରେ ଜେଲରେ ଥିଲେ । ଏମାନେ ସ୍ପେଶାଲ ସେଲ ଗ୍ରିଲ୍ କାଟି ଏକ ବାଉଁଶ ସାହାଯ୍ୟରେ ପାଚେରି ଡେଇଁ ଫେରାର ହୋଇଥିବା ସୂଚନା ମିଳିଛି । ଚୌଦ୍ବାର ପୁଲିସ ଫେରାର କଏଦୀଙ୍କ ସନ୍ଧାନ ଜାରି ରଖିଛି ।
ଚୌଦ୍ବାର ଜେଲ୍ରୁ ୨ ଡକାୟତ ଫେରାର ; ସିସିଟିଭିରେ କଏଦ ହେଲା ଦୃଶ୍ୟ
ଚୌଦ୍ବାର ଜେଲ୍ରୁ ଦୁଇ କୁଖ୍ୟାତ ଅପରାଧୀ ଫେରାର ହୋଇଥିବା ସୂଚନା ମିଳିଛି । ୨ ଅପରାଧୀ ହେଲେ ମଧୂକାନ୍ତ ଓ ରାଜା ସାହାଣୀ , ଏମାନେ ହେଲେ ବିହାର ଅଞ୍ଚଳର ।
/kanak/media/media_files/2025/10/03/24-2025-10-03-11-06-52.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)