ରାସ୍ତାରେ ବୁଲୁଛନ୍ତି ୧୯ ଟିକିଆ ହାତୀପଲ : ଉଭୟ ପଟରେ ଅଟକି ରହିଛି ଗାଡ଼ି

ରାଜ ରାସ୍ତାରେ ହାତୀପଲ । ରାସ୍ତାରେ ବୁଲୁଛନ୍ତି ଗୋଟିଏ କି ଦୁଇଟି ନୁହେଁ, ୧୯ ଟିକିଆ ହାତୀପଲ । ଏତେ ହାତୀଙ୍କୁ ଦେଖି ଭୟଭୀତ ସ୍ଥାନୀୟ ଲୋକ

elephant

Photograph: (kanaknews)

କନକବ୍ୟୁରୋ : ରାଜ ରାସ୍ତାରେ ହାତୀପଲ  ।   ରାସ୍ତାରେ ବୁଲୁଛନ୍ତି ଗୋଟିଏ କି ଦୁଇଟି ନୁହେଁ, ବୁଲୁଛନ୍ତି ୧୯ ଟିକିଆ ହାତୀପଲ  ।  ଏତେ ହାତୀଙ୍କୁ ଦେଖି ଭୟଭୀତ ସ୍ଥାନୀୟ ଲୋକ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଆଠଗଡ଼-ମୁଣ୍ଡୁଳୀ ରାସ୍ତାରେ  ।    ରାସ୍ତା ପାରି ହେଉଛନ୍ତି ହାତୀ , ଆଉ ସେମାନଙ୍କ ପାଇଁ ରାସ୍ତାର ଉଭୟ ପାର୍ଶ୍ୱରେ ଅଟକି ରହିଛି ଗାଡି ମଟର  ।    ହାତୀଙ୍କୁ ଦେଖି ଆତଙ୍କିତ ଅବସ୍ଥାରେ ଯାତାୟାତ କରୁଛନ୍ତି  ଯାତ୍ରୀ  ।  ତେବେ ସେମାନଙ୍କ ଉପରେ ନଜର ରଖିଛି ବନବିଭାଗ ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe