ଭୁବନେଶ୍ୱରରେ ୧୬କୋଟି ଟଙ୍କା ଠକେଇ ,୬ ଅଭିଯୁକ୍ତ ଗିରଫ

Advertisment

ଫୋନ ପେ ଠକେଇ ନାମରେ ଆସିଲା ସାଘାଂତିକ ଅଭିଯୋଗ । ଏଭଳି ଅଭିଯୋଗ ଆସିଛି ଭୁବନେଶ୍ୱରରୁ ।ଷ୍ଟେଟ ବ୍ୟାଙ୍କର ବିଭିନ୍ନ ଶାଖାରୁ ୧୬ କୋଟି ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି

ଫୋନ ପେ ଠକେଇ ନାମରେ ଆସିଲା ସାଘାଂତିକ ଅଭିଯୋଗ । ଏଭଳି ଅଭିଯୋଗ ଆସିଛି ଭୁବନେଶ୍ୱରରୁ ।ଷ୍ଟେଟ ବ୍ୟାଙ୍କର ବିଭିନ୍ନ ଶାଖାରୁ ୧୬ କୋଟି ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି

bhubaneswar

କନକବ୍ୟୁରୋ: ଫୋନ ପେ ଠକେଇ ନାମରେ ଆସିଲା ସାଘାଂତିକ ଅଭିଯୋଗ । ଏଭଳି ଅଭିଯୋଗ ଆସିଛି ଭୁବନେଶ୍ୱରରୁ ।ଷ୍ଟେଟ ବ୍ୟାଙ୍କର ବିଭିନ୍ନ ଶାଖାରୁ ୧୬ କୋଟି ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗ ଆଧାରରେ ୬ ଜଣଙ୍କୁ ଗିରଫ କରିଛି ଇଓଡବ୍ଳୁ । ୧୬ କୋଟି ଟଙ୍କା ରଣ ନେଇ ଭୁବନେଶ୍ୱର ରେ ମିଛ ଅଫିସ କରି ଠକିନେଇଥିଲେ । ଏଥିସହ ଅଭିଯୋଗ ଆଧାରରେ ବ୍ୟବହୃତ ହୋଇଥିବା ଜିନିଷ ମଧ୍ୟ ଜବତ କରିଛି ଇଓଡବ୍ଳୁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe