ପୁରୀ ଷ୍ଟେସନରୁ ୧୫୦ ଅଫୁଟା ଗୁଳି ଜବତ: ପୁରୁଷୋତ୍ତମ ଏକ୍ସପ୍ରେସର ସ୍ଲିପର କୋଚର ସିଟ ତଳେ କଳା ବ୍ୟାଗରେ ଥିଲା ଗୁଳି

Advertisment

ଟ୍ରେନରୁ ମିଳିଲା ଗୁଳି। ପୁରୁଷୋତ୍ତମ ଏକ୍ସପ୍ରେସରୁ ୧୫ ପ୍ୟାକେଟ୍ ଜୀବନ୍ତ ଗୁଳି ଜବତ। ପୁରୀ ରେଳ ଷ୍ଟେସନରୁ ଜବତ ହୋଇଛି ଏହି ଗୁଳି। ସୂଚନା ଅନୁସାରେ ଦୀପାବଳି ପାଇଁ ଷ୍ଟେସନରେ ଜୋରଦାର ଯାଞ୍ଚ ଚାଲିଥିଲା।

ଟ୍ରେନରୁ ମିଳିଲା ଗୁଳି। ପୁରୁଷୋତ୍ତମ ଏକ୍ସପ୍ରେସରୁ ୧୫ ପ୍ୟାକେଟ୍ ଜୀବନ୍ତ ଗୁଳି ଜବତ। ପୁରୀ ରେଳ ଷ୍ଟେସନରୁ ଜବତ ହୋଇଛି ଏହି ଗୁଳି। ସୂଚନା ଅନୁସାରେ ଦୀପାବଳି ପାଇଁ ଷ୍ଟେସନରେ ଜୋରଦାର ଯାଞ୍ଚ ଚାଲିଥିଲା।

wcwc

କନକ ବ୍ୟୁରୋ: ଟ୍ରେନରୁ ମିଳିଲା ଗୁଳି। ପୁରୁଷୋତ୍ତମ ଏକ୍ସପ୍ରେସରୁ ୧୫ ପ୍ୟାକେଟ୍ ଜୀବନ୍ତ ଗୁଳି ଜବତ । ପୁରୀ ରେଳ ଷ୍ଟେସନରୁ ଜବତ ହୋଇଛି ଏହି ଗୁଳି । ସୂଚନା ଅନୁସାରେ ଦୀପାବଳି ପାଇଁ ଷ୍ଟେସନରେ ଜୋରଦାର ଯାଞ୍ଚ ଚାଲିଥିଲା । ଏହି ସମୟରେ ଟ୍ରେନ୍ ନମ୍ବର ୧୨୮୦୨ ପୁରୁଷୋତ୍ତମ ଏକ୍ସପ୍ରେସ ସ୍ଲିପର କୋଚ ବଗିର ସିଟ ତଳୁ ଏକ କଳା ବ୍ୟାଗକୁ ଠାବ କରିଥିଲା ଆରପିଏଫ୍ । ସହି ବ୍ୟାଗରୁ ମୋଟ ୧୫୦ଟି, ୮ ଏମଏମ ଗୁଳି ଜବତ ହୋଇଛି । ଏ ନେଇ ଜିଆରପି ପୋଲିସକୁ ଅବଗତ କରାଇଥିଲା ଆରପିଏଫ୍ ପୁଲିସ। ଜିଆରପି ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe