ଭୁବନେଶ୍ବର ଦାରୁଠେଙ୍ଗ କେନାଲ୍‌ରେ ଅଘଟଣ, ଗାଧୋଇବାବେଳେ ଭାସିଗଲେ ୧୨ ବର୍ଷର ନାବାଳକ

Advertisment

ଏକ ଘଣ୍ଟା ପରେ ହେଲେ ଉଦ୍ଧାର । ମାତ୍ର ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର ।

ଏକ ଘଣ୍ଟା ପରେ ହେଲେ ଉଦ୍ଧାର । ମାତ୍ର ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର ।

ନାଳରେ ଭାସି ନାବାଳକ ମୃତ

ନାଳରେ ଭାସି ନାବାଳକ ମୃତ Photograph: (KanakNews)

କନକ ବ୍ୟୁରୋ: କେନାଲ ପାଣିରେ ବୁଡ଼ି ନାବାଳଙ୍କ ମୃତ୍ୟୁ । ଭୁବନେଶ୍ବର ଡମଣା ଗାଁର ୧୨ ବର୍ଷିୟ ପ୍ରକାଶ ସେଠୀ ସାଙ୍ଗମାନଙ୍କ ସହ କେନାଲକୁ ଗାଧୋଇବାକୁ ଯାଇ ଭାସିଯାଇଥିଲେ । ଅଗ୍ନିଶମ ବିଭାଗର ଖୋଜାଖୋଜି ପରେ ଘଂଟାଏ ପରେ ତାଙ୍କୁ ଉଦ୍ଧାର କରାଯାଇଥିଲା । ଚିକିତ୍ସା ପାଇଁ ତାଙ୍କୁ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି ।

ଦାରୁଠେଙ୍ଗ ଜୋରରେ ଗାଧୋଇବାକୁ ଯାଇ ସେ ଭାସିଯାଇଥିଲେ । ଉଦ୍ଧାରକାରୀ ଦଳ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲକୁ ପଠାଇଥିଲେ । ପ୍ରକାଶଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe