ନିର୍ମାଣ ହେବ ୧୨ଟି ଇଣ୍ଡଷ୍ଡ୍ରିଆଲ ସ୍ମାର୍ଟ ସିଟି ; କେନ୍ଦ୍ର କ୍ୟାବିନେଟରେ ବଡ଼ ନିଷ୍ପତ୍ତି

ନିର୍ମାଣ ହେବ ୧୨ଟି ଇଣ୍ଡଷ୍ଡ୍ରିଆଲ ସ୍ମାର୍ଟ ସିଟି ; କେନ୍ଦ୍ର କ୍ୟାବିନେଟରେ ବଡ଼ ନିଷ୍ପତ୍ତି । ନିର୍ମାଣ ହେବ ୧୨ଟି ଇଣ୍ଡଷ୍ଡ୍ରିଆଲ ସ୍ମାର୍ଟ ସିଟି । ଖର୍ଚ୍ଚ ହେବ ୨୮ ହଜାର ୫୦୦ କୋଟି । ୧୨ ଲକ୍ଷ ପ୍ରତ୍ୟକ୍ଷ ଏବଂ ୩୦ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ ନେଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସୂଚନା ।

av
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe