ମନ୍ଦିରରେ ମହାପାପ: ସମ୍ବଲପୁରରେ ୧୧ ବର୍ଷୀୟା ନାବାଳିକାକୁ ଶିବ ମନ୍ଦିର ପୂଜକ ଦୁଷ୍କର୍ମ କରିଥିବା ଅଭିଯୋଗ

ମନ୍ଦିରରେ ମହାପାପ । ମନ୍ଦିର ପରିସରରେ ପୂଜକ ଘଟାଇଲା ଲଜ୍ଜାଜନକ ଘଟଣା । ସମ୍ବଲପୁର ଜମନକିରା ଥାନା ଅଞ୍ଚଳରେ ଜଣେ ୧୧ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ।

27temple

Photograph: (kanak news)

କନକ ବ୍ୟୁରୋ: ମନ୍ଦିରରେ ମହାପାପ । ମନ୍ଦିର ପରିସରରେ ପୂଜକ ଘଟାଇଲା ଲଜ୍ଜାଜନକ ଘଟଣା । ସମ୍ବଲପୁର ଜମନକିରା ଥାନା ଅଞ୍ଚଳରେ ଜଣେ ୧୧ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ଜମନକିରାର ମୁକ୍ତେଶ୍ବର ମନ୍ଦିର ପୂଜକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ମନ୍ଦିର ଭୋଗ ମଣ୍ଡପ ନିକଟ ବିଶ୍ରାମ ଘରେ ନାବାଳିକାକୁ ଦୁଷ୍କର୍ମ କରିଛନ୍ତି ପୂଜକ । ନ୍ୟାୟ ପାଇଁ ପରିବାର ଲୋକ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଅଭିଯୁକ୍ତ ୪୫ ବର୍ଷୀୟ ପୂଜକକୁ ଜମନକିରା ପୁଲିସ ଅଟକ ରଖି ପଚରାଉଚରା କରୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe