10th eaxam Photograph: (kanak news)
କନକ ବ୍ୟୁରୋ : ଦଶମ ପରୀକ୍ଷା ପାଇଁ ପରୀକ୍ଷା ସୂଚୀ ପ୍ରକାଶ । ଫେବ୍ରୁଆରି ୧୯ରୁ ମାର୍ଚ୍ଚ ୨ ଯାଏଁ ହେବ ପରୀକ୍ଷା । ଗୋଟିଏ ସିଟିଂରେ , ସକାଳ ୯ଟାରୁ ୧୧.୩୦ ଯାଏ ଚାଲିବ ପରୀକ୍ଷା । କେବଳ ଗଣିତ ପାଇଁ ଅଧିକ ୧୫ ମିନିଟ୍ ସମୟ ମିଳିବ । ଫେବ୍ରୁଆରୀ ୧୯ ରେ ମାତୃଭାଷା ପରୀକ୍ଷା , ୨୧ ରେ ଇଂରାଜୀ ପରୀକ୍ଷା । ଫେବ୍ରୁଆରି ୨୩ରେ ହିନ୍ଦୀ ଏବଂ ସଂସ୍କୃତ ପରୀକ୍ଷା ,୨୫ରେ ବିଜ୍ଞାନ ଏବଂ ୨୭ରେ ସାମାଜିକ ବିଜ୍ଞାନ ପରୀକ୍ଷା । ମାର୍ଚ୍ଚ ୨ରେ ହେବ ଗଣିତ ପରୀକ୍ଷା ।
ଦେଖନ୍ତୁ କେଉଁ ଦିନ ଅଛି କେଉଁ ବିଷୟର ପରୀକ୍ଷା ?
Follow Us