ଅବ୍ୟବସ୍ଥାରେ ୧୦୮ ଆମ୍ବୁଲାନ୍ସ ସେବା, ରିୟଲିଟି ଚେକ୍ କଲା କନକ ନ୍ୟୁଜ୍

ଆଉ କେଉଁଠି ଗାଡି ଭିତରେ ଗଳୁଛି ପାଣି । ଏଭଳି ଅନେକ ସମସ୍ୟା ବାରମ୍ବାର ପ୍ରସାରଣ କରିବା ପରେ ସ୍ବାସ୍ଥ୍ୟ ବିଭାଗର ନିଦ ଭାଙ୍ଗିଥିଲା ।

31

କନକ ବ୍ୟୁରୋ: ଅବ୍ୟବସ୍ଥାରେ ୧୦୮ ଆମ୍ବୁଲାନ୍ସ ସେବା । କେଉଁଠି ଏସି କାମ ଦେଉନି ତ କେଉଁଠି ଚକ ନଷ୍ଟ ହୋଇଯାଇଛି । ଆଉ କେଉଁଠି ଗାଡି ଭିତରେ ଗଳୁଛି ପାଣି । ଏଭଳି ଅନେକ ସମସ୍ୟା ବାରମ୍ବାର ପ୍ରସାରଣ କରିବା ପରେ ସ୍ବାସ୍ଥ୍ୟ ବିଭାଗର ନିଦ ଭାଙ୍ଗିଥିଲା । ଏସି ମରାମତି କରିବାକୁ ଠିକା ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ ସ୍ବାସ୍ଥ୍ୟ ବିଭାଗ। କିନ୍ତୁ ବାସ୍ତବରେ ୧୦୮ ଆମ୍ବୁଲାନ୍ସର ଅବସ୍ଥା ସାରା ରାଜ୍ୟରେ ବେହଲା ହୋଇପଡ଼ିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe