ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ଗରିଆବନ୍ଧ ଜିଲ୍ଲାରେ  ୧୦ ମାଓବାଦୀ ନିପାତ

Advertisment

କୁଖ୍ୟାତ ମାଓନେତା ବାଲାକ୍ରିଷ୍ଣା ନିହତ । ମୁଣ୍ଡ ଉପରେ ଥିଲା ଏକ କୋଟି ଟଙ୍କାର ପୁରସ୍କାର ରାଶି ।

କୁଖ୍ୟାତ ମାଓନେତା ବାଲାକ୍ରିଷ୍ଣା ନିହତ । ମୁଣ୍ଡ ଉପରେ ଥିଲା ଏକ କୋଟି ଟଙ୍କାର ପୁରସ୍କାର ରାଶି ।

‘ମରିସସ୍ ପ୍ରଗତିର ସାଥୀ ଭାରତ’

‘ମରିସସ୍ ପ୍ରଗତିର ସାଥୀ ଭାରତ’ Photograph: (KanakNews)

କନକ ବ୍ୟୁରୋ:  ଛତିଶଗଡ଼ରେ ବଡ଼ ଧରଣର ଏନକାଉଣ୍ଟର, ୧୦ ନକ୍ସଲ ନିପାତ । ନିହତ ନକ୍ସଲଙ୍କ ମଧ୍ୟରେ ୧ କୋଟି ଟଙ୍କା ପୁରସ୍କାର ଥିବା ମନୋଜ ଓରଫ ବାଲାକ୍ରିଷ୍ଣା ଅଛି । ଛତିଶଗଡ଼ର ଗାରିଆବନ୍ଧରେ  ସୁରକ୍ଷା ବାହିନୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା ।

ଏଥିରେ ମନୋଜ ଓରଫ ବାଲାକ୍ରିଷ୍ଣା ସମେତ ୧୦ ନକ୍ସଲ ନହତ ହୋଇଛନ୍ତି । ଏହାକୁ ସୁରକ୍ଷା ବାହିନୀର ଏକ ବଡ଼ ସଫଳତା ବୋଲି ବିବେଚନା କରାଯାଉଛି ।  ଶୋଭା ଥାନା ଏବଂ ମୈନପୁର ଥାନା ଅଞ୍ଚଳର ଜଙ୍ଗଲରେ ସୁରକ୍ଷା ବାହିନୀ ଏହି ଅପରେସନ୍ କରିଛନ୍ତି । ଏନକାଉଣ୍ଟର ଏବେ ବି ଜାରି ରହିଛି ।  ନହତ ବାଲାକ୍ରିଷ୍ଣା ତେଲେଙ୍ଗାନାର ୱାରଙ୍ଗାଲ ଜିଲ୍ଲାର ବାସିନ୍ଦା ଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe