କନକ ବ୍ୟୁରୋ : ଭୁବନେଶ୍ବରରେ ନୂଆ ରାଜ୍ୟପାଳ କୁମ୍ଭମପତି । ରାଜ୍ୟପାଳ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବାପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା ।
ନୂଆ ରାଜ୍ୟପାଳଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଛି । କିଛି ସମୟ ପରେ ପୁରୀ ରାଜଭବନ ଯିବେ କୁମ୍ଭମପତି । ସେଠାରେ ରାତ୍ରୀ ଯାପନ କରିବେ । ଆସନ୍ତାକାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରି ଭୁବନେଶ୍ବର ଆସିବେ । ରାଜଭବନରେ ଆସନ୍ତାକାଲି ଦିନ ୧୦ଟା ୧୫ରେ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/01/02/8xINEmkOIw47JwHXWMTd.png)