୧ . ଗିଲ୍ ନା ସାମସନ୍ ? 
କେସିଏଲରେ ଚମକିଲେ ସାମସନ୍, ଏସିଆ କପରେ କରିବେ କି ଓପନିଂ ?

୨ . ଚୌଟାଲାଙ୍କ ଫାର୍ମହାଉସରେ ରହୁଛନ୍ତି ଧନଖଡ଼ 
ଅଭୟ ଚୌଟାଲାଙ୍କ ଫାର୍ମହାଉସକୁ ସିଫ୍ଟ ହେଲେ ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ପରିବାର ସହ ଯୋଗ ଏବଂ ଟେବୁଲ ଟେନିସରେ ବିତୁଛି ସମୟ 

Advertisment

୩ . ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଧୋଇଦେଲେ ମୋଦି 
ଆତଙ୍କବାଦକୁ ନେଇ SCO ମଞ୍ଚରେ ପାକିସ୍ତାନକୁ ନଗ୍ନ କଲେ ମୋଦି : ଭାଷଣ ଶୁଣି ମୁହଁରେ ହାତ ଦେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ 

୪ . ୮୦୦ ଲୋକଙ୍କ ମାରିଦେଲା ଭୂମିକମ୍ପ 
ଆଫଗାନିସ୍ତାନରେ ୬ ତୀବ୍ରତା ବିଶିଷ୍ଟ ଭୂମିକମ୍ପ : ଭୁଶୁଡ଼ି ପଡ଼ିଲା ବଡ଼ ବଡ଼ ଅଟ୍ଟାଳିକା , ୮୦୦ ଲୋକଙ୍କ ମୃତ୍ୟୁ 

୫ . ‘ରେଡ୍ଡି ହୁଅ , ହାଇଡ୍ରୋଜେନ ବୋମା ଆସୁଛି'
'ପ୍ରସ୍ତୁତ ହୋଇଯାଅ ହାଇଡ୍ରୋଜେନ ବୋମା ଆସୁଛି' .. ଭୋଟ୍ ଚୋରିକୁ ନେଇ ପୁଣିଥରେ ବିଜେପିକୁ ଟାର୍ଗେଟ୍ କଲେ ରାହୁଲ ଗାନ୍ଧୀ 

୬ . ଶୁଭିବନି ଡିଜେ ଡିଜେ , ଫୁଟିବନି ଢୋ ଢା 
ଏଥର ଦୁର୍ଗାପୂଜା ଭସାଣିରେ ଡିଜେ ନୁହେଁ ବାଜିବ ପାରମ୍ପରିକ ବାଜା : ଫୁଟିବନି ବାଣ, ଲେଜର ଲାଇଟ୍‌ ବନ୍ଦ , କଟକଣା ଲଗାଇଲା କମିସନରେଟ୍ ପୁଲିସ  

୭ . ‘ହ୍ୟୁଜ୍’ ଆପ୍ ମାଷ୍ଟରମାଇଣ୍ଡ ଗିରଫ 
ହ୍ୟୁଜ୍ ଆପ୍‌ରେ ୫୦ଲକ୍ଷ ଠକେଇ ଘଟଣା : ଏହା ପଛରେ ଅଛି ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ହାତ , ମୁଖ୍ୟ ଅଭିଯୁକ୍ତ ତଥା ପ୍ରମୋଟର ପାର୍ଥ ସାରଥି ଦାସ ବାଲେଶ୍ୱରରୁ ଗିରଫ  

୮ . ୮୦୦ ଏକର ଜାଗାରେ ନୂଆ ଭୁବନେଶ୍ୱର
୮୦୦ ଏକର ଜାଗାରେ ହେବ ନୂଆ ଭୁବନେଶ୍ୱର : ନୂଆ ସହର ନିର୍ମାଣ ପାଇଁ ସିଙ୍ଗାପୁର ସରକାର ନେଇଛନ୍ତି ଡ୍ରଇଂ ଏବଂ ଡିଜାଇନ ପ୍ରସ୍ତୁତ ଦାୟିତ୍ୱ , ଦୋଲେରା ଗିଫ୍ଟ ସିଟି ଢାଞ୍ଚାରେ ନିର୍ମାଣ ନେଇ ଚିନ୍ତା କରୁଛନ୍ତି ସରକାର 

୯ . ଦାଦନ ହେବେ ଡାକ୍ତର 
ଦାଦନ ହେବେ ଡାକ୍ତର : ଖୋର୍ଦ୍ଧା ଜିଲ୍ଲା ବାଣପୁର ମୁଦୁଲିଢିହ ଗ୍ରାମର ଶୁଭମ ଓ ରାୟଗଡ଼ା ଅଙ୍ଗୁର ଗ୍ରାମର ଏଙ୍କେଟି ପେଦେଣ୍ଟି ଅଭାବନ ଅନାଟନ ଭିତରେ ଦାଦନ ଖଟି ଅନ୍ୟମାନଙ୍କ ପାଇଁ ସାଜିଲେ ଉଦାହରଣ ।

୧୦ . ଛାରଖାର ପାକ୍ ହେଲିକପ୍ଟର 
ପାକିସ୍ତାନରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ : ଯାନ୍ତ୍ରିକ ତ୍ରୁଟି ଯୋଗୁ ଜରୁରୀ ଅବତରଣ ପରେ ଜଳିଗଲା ଚପର , ଦୁଇ ପାଇଲଟ୍ ଏବଂ ତିନି ଜଣ କ୍ରୁ ସଦସ୍ୟ ମୃତ