୧ . ବୈଷ୍ଣୋ ଦେବୀ ଯାତ୍ରାରେ ଭୂସ୍ଖଳନ : ୫ ମୃତ 

ଜମ୍ମୁ-କାଶ୍ମୀର ବୈଷ୍ଣୋ ଦେବୀ ଯାତ୍ରା ମାର୍ଗରେ ବଡ଼ ଧରଣର ଭୂସ୍ଖଳନ : ୫ ମୃତ , ୧୪ ଗୁରୁତର 

୨ . ଟାରିଫକୁ ନେଇ ମୋଦୀଙ୍କ ବଡ଼ ବୈଠକ 

Advertisment

ଟାରିଫକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବଡ଼ ବୈଠକ : କେମିତି ଦିଆଯିବ ଆମେରିକାକୁ ଜବାବ ? ଏ ଉପରେ ଚାଲିଛି କି ଆଲୋଚନା ? 

୩ . ଆରପାରିରେ KGF ଅଭିନେତା 

କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା । KGF ଫେମ୍ ଅଭିନେତା ଦିନେଶ ମାଙ୍ଗାଲୁରୁଙ୍କ ପରଲୋକ 

୪ . କାଲିଠୁ ଅତିରିକ୍ତ ଟାରିଫ୍ ଲଗାଇବ ଆମେରିକା 

ଆସନ୍ତାକାଲିଠୁ ଭାରତ ଉପରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲଗାଇବ ଆମେରିକା : ହ୍ବାଇଟ୍ ହାଉସ୍ ପକ୍ଷରୁ ଜାରି ହେଲା ବିଜ୍ଞପ୍ତି 

୫ . ଇପସିତାଙ୍କୁ ବଡ଼ ଦାୟିତ୍ବ 

ଘୋଷଣା ହେଲା ଛାତ୍ର ବିଜେଡି ସଭାପତିଙ୍କ ନାଁ । ଇପସିତା ସାହୁ ହେଲେ ଛାତ୍ର ବିଜେଡି ସଭାପତି 

୬ . ଦିଲ୍ଲୀରେ ଗର୍ଜିଲେ ମୋହନ ଭାଗବତ

ଦିଲ୍ଲୀରେ RSS ମୁଖ୍ୟ ମୋହନ ଭାଗବତଙ୍କ ହୁଙ୍କାର । କହିଲେ , ଭାରତ ବିଶ୍ବଗୁରୁର ପରିଚୟ ପାଇଲା ପରେ ସାର୍ଥକ ହେବ ସଂଘର ଉଦ୍ଦେଶ୍ୟ 

୭ . ଆତଙ୍କବାଦୀଙ୍କୁ କଣ୍ଟ୍ରୋଲ୍ କର …

ଆସିମ୍ ମୁନିରଙ୍କ କ୍ଲାସ୍ ଲଗାଇଲେ ଇରାନ୍ ସେନା ମୁଖ୍ୟ : କହିଲେ , ନିଜ ଆତଙ୍କବାଦୀଙ୍କୁ କଣ୍ଟ୍ରୋଲ୍ କର 

୮ . OAS ସ୍ତରରେ ଅଦଳବଦଳ

OAS ସ୍ତରରେ ଅଦଳବଦଳ କଲେ ସରକାର । ୯ ଜଣ ଓଏଏସ୍‌ଙ୍କୁ ବଦଳି , ଗଙ୍ଗାଧର ନାୟକଙ୍କୁ ଓୟୁଏଚ୍‌ବି ଓ ଓଆର୍‌ଏଚ୍‌ଡିସିର ଏମ୍‌ଡି ଦାୟିତ୍ୱ । ରଜନୀକାନ୍ତ ସିଂଙ୍କୁ ଓଏସଏସ୍‌ଏସ୍‌ସି ଦାୟିତ୍ୱ 

୯ . ନୂଆଁଖାଇ ପରଦିନ ସ୍କୁଲ ଛୁଟି

ନୂଆଁଖାଇ ପରଦିନ ଛୁଟି ଘୋଷଣା : ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି , ସବୁ ସରକାରୀ କାର୍ଯ୍ୟାଳୟ, ମାଜିଷ୍ଟେରିଆଲ କୋର୍ଟ ଛୁଟି  

୧୦ . ବଣାଇଁକୁ ଏନଏସି ମାନ୍ୟତା

ଖୁବଶୀଘ୍ର ବଣାଇଁକୁ ମିଳିବ ଏନଏସି ମାନ୍ୟତା । ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ମନ୍ତବ୍ୟ ।