୧ . ମା’,ଝିଅଙ୍କୁ ଜୀବନରୁ ମାରି ମନାଲି ବୁଲୁଥିଲେ
ଭୁବନେଶ୍ବର ପାତ୍ରପଡ଼ାରେ ହିଟ୍ ଆଣ୍ଡ ରନ୍ ମାମଲା : ମା’,ଝିଅଙ୍କୁ ଜୀବନରୁ ମାରି ମନାଲି ବୁଲୁଥିଲେ, ବନ୍ଧା ହେଲେ ସ୍କର୍ପିଓ ମାଲିକ ସୋମରାଜ ତ୍ରିପାଠୀ
୨ . ନବୀନ ନିବାସରେ ମୋହନ
ନବୀନ ପଟ୍ଟନାୟକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମନଖୋଲି କଥା ହେଲେ, ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ
୩ . ବୃଦ୍ଧାଙ୍କୁ ମାରିଦେଲା ମାରଣା ଷଣ୍ଢ
ଷଣ୍ଢ ନେଲା ବୃଦ୍ଧାଙ୍କ ଜୀବନ : ନାତିକୁ ସ୍କୁଲରୁ ଆଣିବାକୁ ଯିବାବେଳେ ଜେଜେମା’ଙ୍କୁ ଆକ୍ରମଣ । ପୁରୀ ଜିଲ୍ଲା ବ୍ରହ୍ମଗିରିରେ ଅଭାବନୀୟ ଘଟଣା । ମାରଣା ଷଣ୍ଢକୁ କାବୁ କଲା ଅଗ୍ନିଶମ ବାହିନୀ
୪ . ଶ୍ରୀମନ୍ଦିର ପରିସରରେ ହେବ ସ୍ତନ୍ୟପାନ ଗୃହ
ଶ୍ରୀମନ୍ଦିର ପରିସରରେ ହେବ ସ୍ତନ୍ୟପାନ ଗୃହ : ମହିଳା ଭକ୍ତଙ୍କ ପ୍ରତି ଉତ୍ତରଦାୟିତ୍ବ ନିର୍ବାହ ପାଇଁ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି । ପ୍ରଶାସନ ଶାଖା କାର୍ଯ୍ୟାଳୟ ନିକଟରେ ଜାଗା ଚିହ୍ନଟ । ମୁତୟନ ହେବେ ସ୍ୱତନ୍ତ୍ର ମହିଳା ସହାୟିକା
୫ . ଅପରେସନ ଅନ୍ୱେଷଣ : ୫ ଦିନରେ ୨୦୧ ଉଦ୍ଧାର
ଅନୁଗୁଳ ପୁଲିସକୁ ବଡ଼ ସଫଳତା : ଅପରେସନ ଅନ୍ୱେଷଣ ଜରିଆରେ ୫ ଦିନରେ ୨୦୧ ଜଣ ନିଖୋଜ ଶିଶୁ ଓ ମହିଳା ଉଦ୍ଧାର । ୨୮ ଶିଶୁ ଓ ୧୭୩ ମହିଳା ଥିବା ସୂଚନା
୬ . ଟ୍ରେନ୍ ଟଏଲେଟରେ ଶିଶୁର ଶବ
ଟ୍ରେନ୍ ଟଏଲେଟରେ ଶିଶୁର ଶବ : AC କୋଚ୍ର ଟଏଲେଟ୍ରେ ମିଳିଲା ୫ ବର୍ଷର ଶିଶୁର ମୃତଦେହ । ମୁମ୍ବାଇ-କୁଶୀନଗର ଏକ୍ସପ୍ରେସରେ ଆତଙ୍କ
୭ . ପ୍ରଜ୍ଞାନଙ୍କୁ ବଡ଼ ପଦବୀ !
ଓଡ଼ିଆ ପୁଅଙ୍କୁ ବିସିସିଆଇରେ ମିଳିବ ବଡ଼ ପଦବୀ ! ଟିମ୍ ଇଣ୍ଡିଆ ପାଇଁ ନେବେ ବଡ଼ ବଡ଼ ନିଷ୍ପତ୍ତି !
୮ . ଧମାଲ୍ ମଚାଇବେ ଦୀପନ୍ବିତ-ପ୍ରକୃତି
ପରଦାକୁ ଆସିବ ନୂଆ ଓଡିଆ ସିନେମା ‘ବିନ୍ଦୁସାଗର’ : ପୁଣିଥରେ ପରଦାରେ କମାଲ କରିବେ ଦୀପନ୍ବିତ-ପ୍ରକୃତି ଯୋଡ଼ି
୯ . ଅନୀଲ ଅମ୍ବାନୀଙ୍କ ଘରେ ସିବିଆଇ
୧୭ ହଜାର କୋଟି ଟଙ୍କା ହେରଫେର ମାମଲା, ଅନୀଲ ଅମ୍ବାନୀଙ୍କ ଘରେ ସିବିଆଇ ଚଢ଼ାଉ
୧୦ . ଧରାଲି ପରେ ଥରିଲା ଥରାଲି
ଧରାଲି ପରେ ଥରିଲା ଥରାଲି : ଉତ୍ତରାଖଣ୍ଡରେ ପୁଣି ବାଦଲଫଟା ବର୍ଷା, ମାଟି ତଳେ ଧସିଲା ଅନେକ ଘର