ରାଜ୍ୟରେ ଜାରି ରହିଛି ମୌସୁମୀ ଜନିତ ବର୍ଷା : ଆହୁରି ୪ ଦିନ ବର୍ଷା ନେଇ ଆକଳନ
୧ . ଆହୁରି ୪ ଦିନ ବର୍ଷା !
ପରଲୋକରେ ପ୍ରଖ୍ୟାତ ଗୀତିକାର ଓ ନାଟ୍ୟକାର ପଦ୍ମଶ୍ରୀ ବିନୋଦ ପଶାୟତ । ୯୧ ବର୍ଷ ବୟସରେ ସମ୍ବଲପୁର ସେନ୍ ପାର୍କ ସ୍ଥିତ ବାସଭବନରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି
୨ . ପରଲୋକରେ ପଦ୍ମଶ୍ରୀ ବିନୋଦ ପଶାୟତ
ମଧ୍ୟପ୍ରଦେଶରେ ଛାତ୍ରର ଜଘନ୍ୟ କାଣ୍ଡ : ଏକତରଫା ପ୍ରେମରେ ବିଫଳ ହୋଇ ଶିକ୍ଷୟିତ୍ରୀଙ୍କୁ ପେଟ୍ରୋଲ ଢାଳି ଜାଳିଦେଲା ଛାତ୍ର
୩ . ଶିକ୍ଷୟିତ୍ରୀଙ୍କୁ ପେଟ୍ରୋଲ ଢାଳି ଜାଳିଦେଲା ଛାତ୍ର
ନୀଳଗିରି ବାବା ପଞ୍ଚଲିଙ୍ଗେଶ୍ୱର ପୀଠରେ ସ୍ପର୍ଶ ଦର୍ଶନ ବନ୍ଦ, ବାବାଙ୍କ ଲିଙ୍ଗ ଉପରେ ବହୁଛି ୪ ଫୁଟର ପାଣି
୪ . ବାବା ପଞ୍ଚଲିଙ୍ଗେଶ୍ୱର ପୀଠରେ ସ୍ପର୍ଶ ଦର୍ଶନ ବନ୍ଦ
ରାପିଡୋ ଉପରେ CCPA ଲଗାଇଲା ୧୦ ଲକ୍ଷ ଟଙ୍କାର ଜରିମାନା , ଲୋକଙ୍କୁ ରିଫଣ୍ଡ ଦେବାକୁ ମଧ୍ୟ ନିର୍ଦ୍ଦେଶ !
୫ . ରାପିଡୋ ଉପରେ ୧୦ ଲକ୍ଷ ଟଙ୍କାର ଜରିମାନା
ମଧ୍ୟପ୍ରଦେଶ ଛିନ୍ଦୱାଡ଼ାରେ କଂଗ୍ରେସର ଚାଷୀ ବଞ୍ଚାଓ ଆନ୍ଦୋଳନ : ବିଜେପି ଉପରେ କଂଗ୍ରେସ କଲା ଆକ୍ରମଣ, କଲେକ୍ଟର ନ ଆସିବାରୁ କୁକୁରକୁ ଦେଲେ ସ୍ମାରକପତ୍ର
୬ . କଲେକ୍ଟର ଆସିଲେନି କୁକୁରକୁ ଦେଲେ ସ୍ମାରକପତ୍ର
ଲୋକସଭାରେ ହାଇଡ୍ରାମା । ଆଗତ ହେଲା ସମ୍ବିଧାନ ସଂଶୋଧନ ବିଲ-୨୦୨୫ । ବିଧେୟକ ଉପସ୍ଥାପନବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉପରକୁ ବିଲ୍ ଚିରି ଫୋପାଡିଲେ ବିରୋଧୀ । ଜେପିସିକୁ ପଠାଇବା ପାଇଁ ସରକାରଙ୍କ ପ୍ରସ୍ତାବ । ବିଲ୍ ପାସ ହେଲେ, ୩୦ଦିନ ଜେଲରେ ରହିଲେ ପଦ ହରାଇବେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ
୭ . ଜେଲରୁ ଚାଲିପାରିବନି ସରକାର
ଯାଜପୁର ଧର୍ମଶାଳା ରାଜନୀତିରେ ବଡ଼ ହଟଚମଟ । ୨୨ରେ ଅନାସ୍ଥା ପୂର୍ବରୁ ଇସ୍ତଫା ଦେଲେ ବ୍ଲକ ଅଧ୍ୟକ୍ଷ । ବିଜେଡି ହେଭିୱେଟ ପ୍ରଣବ ବଳବନ୍ତରାୟଙ୍କ ଭାଇ ପ୍ରଭାତ ପଦ ଛାଡ଼ିବା ପରେ ବିଜେଡିକୁ ଶକ୍ତ ଧକ୍କା । ସେପଟେ ଦିଲ୍ଲୀରେ ବିଜେଡି ସାଂସଦ ଏକାଠି ନଥିବା ଚର୍ଚ୍ଚା
୮ . ବିଜେଡି ହାତରୁ ଖସିଲା ଧର୍ମଶାଳା
ବିମାନ ଭଳି ଟ୍ରେନଯାତ୍ରୀଙ୍କ ପାଇଁ ଲାଗିବ ଲଗେଜ କଟକଣା । ଧାର୍ଯ୍ୟ ସୀମା ଠାରୁ ଅଧିକ ସାମଗ୍ରୀ ସାଙ୍ଗରେ ନେଉଥିଲେ ଦେବାକୁ ହେବ ଅଲଗା ଶୁଳ୍କ । ପ୍ରଥମ ପର୍ଯ୍ୟାୟରେ ଉତ୍ତର କେନ୍ଦ୍ରୀୟ ରେଳଜୋନ୍ରେ ହେବ ଲାଗୁ । ଯାତ୍ରୀଙ୍କ ବିରୋଧ
୯ . ଲଗେଜ କଟକଣା, ଯାତ୍ରୀଙ୍କ ବିରୋଧ
କଟକ-ଭୁବନେଶ୍ବର ଦୈତନଗରୀରେ ଭିଡ଼ କମାଇବାକୁ କ୍ୟାପିଟାଲ ରିଜନ ରିଂରୋଡ୍ ପରିକଳ୍ପନା । ବାଇପାସ ଦେଇ ଭାରିଯାନ ଚଳାଚଳ ସହଜ ହେବ କହିଲେ ଟ୍ରକ୍ ଚାଳକ । କେନ୍ଦ୍ରର ଭେଟିକୁ ନେଇ ସରକାର ଓ ସାଧାରଣ ଜନତା ଖୁସ୍ । ଅଢ଼େଇ ବର୍ଷ ପରେ ମିଳିବ ସୁଫଳ
୧୦ . ଭୁବନେଶ୍ବର-କଟକରେ ଭିଡ଼ କମିବ