୧. ଡ୍ରଗ୍ କଣ୍ଟ୍ରୋଲର ଓ ସ୍ପେଶାଲ ଟାସ୍କଫୋର୍ସର ମିଳିତ ଚଢ଼ାଉ... ନୟାପଲ୍ଲୀରେ ରେଡ୍ ବେଳେ ଗଞ୍ଜେଇ ସିଗାରେଟ , ଫଏଲ ପେପର, ଚିଲମ ଜବତ... ଏକାଧିକ ଲୋକଙ୍କୁ ଅଟକ ରଖି ପଚରାଉଚରା ଜାରି...
ଶିକ୍ଷାନୁଷ୍ଠାନ ନିକଟରେ ନିଶାକୁ ନା
୨. ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍... ୨୦୨୧ ମସିହାରେ ବାଲିପାଟଣା ଥାନା ଅଞ୍ଚଳରେ ନାବାଳିକା ସହ ଘଟାଇଥିଲା ଅମାନବୀୟ କାଣ୍ଡ...ସଜ୍ଜା ଶୁଣାଇଲେ ଆଡ଼ିସିନାଲ ସେସନ୍ସ ଜଜ୍...
ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍
୩. ସେପ୍ଟେମ୍ବରରେ ୩ରେ ନୂଆ ପରିଚାଳନା କମିଟିର ପ୍ରଥମ ବୈଠକ... ଗଠନ ହେବ ସବ୍-କମିଟି... ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା... ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତରଣ ଓ ଗଣତିମଣତି ଉପରେ ହୋଇପାରେ ଆଲୋଚନା...
ଶୀଘ୍ର ଆରମ୍ଭ ହେବ ଧାଡ଼ି ଦର୍ଶନ !
୪. ଆସୁଛି ଆହୁରି ଦୁଇଟି ଲଘୁଚାପ... ସେପ୍ଟେମ୍ବର ୩ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର... ପଭାବରେ ସପ୍ଟେମ୍ବର ପହିଲାରୁ ବଢ଼ିବ ବର୍ଷାର ପରିମାଣ...
ଏବେ କମିବନି ବର୍ଷା !
୫. ରହସ୍ୟ ବଢ଼ାଉଛି ଆଇନଜୀବୀଙ୍କ ଆତ୍ମାହୁତି ଘଟଣା... କାହିଁକି ନେଲେ ଏତେ ବଡ଼ ଚରମ ପଦପେକ୍ଷ ? ନା ରହିଛି ଆଉ କ’ଣ କାରଣ, ଉଠିଲା ପ୍ରଶ୍ନ
ଚରମ ନିଷ୍ପତ୍ତି କାହିଁକି ?
୬. ଉତ୍ତରାଖଣ୍ଡରେ ଥମୁନି ପ୍ରକୃତିର ତାଣ୍ଡବ... ଚମୋଲିରେ ପୁଣି ବାଦଲଫଟା ବର୍ଷା... ବନ୍ୟା ଓ ଭୂସ୍ଖଳନ ଯୋଗୁ ଅନେକ ପର୍ଯ୍ୟଟକ ନିଖୋଜ... ଏବେ ବି ଆଲର୍ଟ ଜାରି
ଚମୋଲିରେ ପ୍ରକୃତିର ତାଣ୍ଡବ
୭. ପୁଣି ଭାରତକୁ ସମାଲୋଚନା କଲା ଆମେରିକା... ସିନେଟର ଲିଣ୍ଡସେ ଗ୍ରାହାମ କହିଲେ ଭାରତ ରୁଷଠାରୁ ତେଲ କିଣି ବଳ ଦେଉଛି...ପୁଟିନଙ୍କୁ ସମର୍ଥନ କରିବାର ଦେଉଛି ମୂଲ୍ୟ...
'ପୁଟିନଙ୍କୁ ବଳ ଦେଉଛି ଭାରତ'
୮. ଆହୁରି ତୀବ୍ର ହେଉଛି ରୁଷ-ୟୁକ୍ରେନ ଯୁଦ୍ଧ... ଡାନ୍ୟୁବ୍ ନଦୀରେ ୟୁକ୍ରେନ୍ ନୌସେନା ଉପରେ ଋଷ୍ର ଆକ୍ରମଣ... ଜଣେ ମୃତ, ଅନେକ ନିଖୋଜ...
ତୀବ୍ର ହେଉଛି ରୁଷ-ୟୁକ୍ରେନ ଯୁଦ୍ଧ
୯. ଡାଇମଣ୍ଡ ଲିଗ୍ ଫାଇନାଲ୍ରେ ରୌପ୍ୟରେ ସନ୍ତୁଷ୍ଟ ହେଲେ ନୀରଜ ଚୋପ୍ରା... ଫାଉଲ ଥ୍ରୋ ଖେଳ ବିଗାଡ଼ିଦେଲା... ଜର୍ମାନୀ ଆଥ୍ଲେଟ୍ ଜୁଲିଆନ୍ ୱେବରଙ୍କୁ ସ୍ୱର୍ଣ୍ଣ ପଦକ...
ହାତରୁ ଖସିଲା ସ୍ୱର୍ଣ୍ଣ ପଦକ
୧୦. 'ପତି ପତ୍ନୀ ଔର ୱୋ -୨' ଫିଲ୍ମ ସେଟରେ ମାରପିଟ୍... ନିର୍ଦ୍ଦେଶକଙ୍କୁ ମାଡ଼ ମାରିଲେ ସ୍ଥାନୀୟ ଲୋକେ... ସୋସିଆଲ ମିଡିଆରେ ଭିଡିଓ ଭାଇରାଲ...
ସୁଟିଂ ସେଟ୍ରେ ନିର୍ଦ୍ଦେଶକଙ୍କୁ ମାଡ଼
Follow Us