କନକ ବ୍ୟୁରୋ: ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ଘଟଣା । ଅଭିଯୁକ୍ତ ପୁରୁଷ ବନ୍ଧୁ ପ୍ରମୋଦ ବେହେରା ଗିରଫ, ପୀଡ଼ିତାଙ୍କ ବାପା ଓ ପୁରୁଷ ବନ୍ଧୁଙ୍କ ମୋବାଇଲରୁ ଖୋଜାଚାଲିଛି ମୃତ୍ୟୁର ରହସ୍ୟ ।

Advertisment

ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବାୟାବର ଗାଁରୁ ନିମାପଡ଼ା ପର୍ଯ୍ୟନ୍ତ କଂଗ୍ରେସର ପଦଯାତ୍ରା । ପିସିସି ସଭାପତିଙ୍କ ସମେତ ବହ ବରିଷ୍ଠ ନେତା ସାମିଲ, କବର ଦିଆଯାଇଥିବା ସ୍ଥାନରେ କଡ଼ା ସୁରକ୍ଷା ।

କୋରାପୁଟରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ୍ କାର୍ଯ୍ୟକ୍ରମ । ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲର ୬୫୦ ଶଯ୍ୟା ବିଶିଷ୍ଟ ନୂତନ ବିଲ୍ଡିଂର ଉଦଘାଟନ, ଜିଲ୍ଳାର ବିକାଶମୂଳକ କାର୍ଯ୍ୟକ୍ରମର କଲେ ସମୀକ୍ଷା ।

ଗ୍ରାହକଙ୍କ ମୋବାଇଲରେ ବାରମ୍ବାର ଅଚଳ ହୋଇଗଲା ହ୍ବାଟ୍ସଆପ୍, ପକ୍ଷ ରଖିବାକୁ କେନ୍ଦ୍ର ସରକାର ଓ ହ୍ବାଟ୍ସଆପ କମ୍ପାନିକୁ ନୋଟିସ୍ କଲେ ହାଇକୋର୍ଟ ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରେ ବ୍ରାଜିଲ ରାଷ୍ଟ୍ରପତିକୁ ପୁଟିନଙ୍କ ଫୋନ୍ କଲ୍ । ଆମେରିକା ଟାରିଫର ମୁକାବିଲା ପାଇଁ ଆଗକୁ ବଢୁଛି ବ୍ରିକ୍ସ ଦେଶମାନଙ୍କ ରଣନୀତି, ସେପଟେ ସୁନା ବଜାରରେ ପଡ଼ିଲା ଟାରିଫ ପ୍ରଭାବ ।

ଅପରେସନ ସିନ୍ଦୂରକୁ ନେଇ ବାୟୁ ସେନା ପରେ ସ୍ଥଳସେନା ମୁଖ୍ୟଙ୍କ ବଡ଼ ଖୁଲାସା । କେମିତି ଥିଲା ରଣନୀତି, କେତେ ଥିଲା ଚ୍ୟାଲେଞ୍ଜିଂ, ତଥ୍ୟ ରଖିଲେ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ।

ବଢୁଛି ରୁଷ-ୟୁକ୍ରେନ ଯୁଦ୍ଧ ବନ୍ଦ ସମ୍ଭାବନା । ଆଶା ବଢ଼ାଇଲା ଅଗଷ୍ଟ ୧୫ରେ ବସିବାକୁ ଥିବା ପୁଟିନ ଓ ଟ୍ରମ୍ପଙ୍କ ବୈଠକ, ସ୍ବାଗତ ଜଣାଇଲା ଭାରତ ।

ଆୟର୍ଲାଣ୍ଡରେ ବଢୁଛି ଭାରତୀୟଙ୍କୁ ଆକ୍ରମଣ । ଶିଶୁ କନ୍ୟା, ଟ୍ୟାକ୍ସି ଡ୍ରାଇଭରଙ୍କ ପରେ ଦୃର୍ବୃତ୍ତଙ୍କ ଶିକାର ହେଲେ ଯୁବକ ।

ଅଣ୍ଟା ସଳଖୁଛି ଭୂସ୍ଖଳନରେ ଧରାଶାୟୀ ଧରାଲି ଗାଁ । ରାସ୍ତା  ମରାମତି ସହ ବିଜୁଳି ଯୋଗାଣ ସ୍ବାଭାବିକ, ୪ଶହ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର, ୩ ଶହ ଏବେ ବି ନିଖୋଜ ।

ଯୁବକଙ୍କୁ ମିଳିଗଲା କ୍ରିକେଟର ରଜତ ପାଟିଦାରଙ୍କ  ଫୋନ ନମ୍ବର । ଆସିଲା ଧୋନୀ, ବିରାଟଙ୍କ କଲ, ଛତିଶଗଡ଼ର ଗରିଆବନ୍ଦରେ ଅଜବ ଘଟଣା ।