()ସାତ ବର୍ଷ ପରେ ଚୀନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ--- ତିଆନଜିନରେ ଭାରତୀୟ ସମ୍ପ୍ରଦାୟ ପକ୍ଷରୁ ଭବ୍ୟ ସ୍ୱାଗତ---
ମୋଦୀଙ୍କୁ ଭବ୍ୟ ସ୍ବାଗତ
() ଦିଲ୍ଲୀର ରୋହିଣୀରେ ଡବଲ ମର୍ଡର... ଘରୋଇ କଳହରୁ ମା' ଓ ଝିଅଙ୍କୁ କଇଁଚିରେ ହତ୍ୟା--- ଅଭିଯୁକ୍ତ ଜ୍ୱାଇଁ ଫେରାର୍
ମା' ଓ ଝିଅଙ୍କୁ କଇଁଚିରେ ହତ୍ୟା
() ଲୋକ ଗୋଟିଏ କିନ୍ତୁ ଭୋଟ ଦୁଇଟା--- ଗୁଜରାଟରେ ମଧ୍ୟ 'ଭୋଟ ଚୋରି' ଅଭିଯୋଗ ଆଣିଲା କଂଗ୍ରେସ-- ନିର୍ବାଚନ କମିସନଙ୍କୁ କଲା ଟାର୍ଗେଟ
ଗୁଜରାଟରେ କଂଗ୍ରେସ ର ଭୋଟ ଚୋରି ଅଭିଯୋଗ
()୪.୫ ବିଲିୟନ ଡଲାରର ବିଦେଶୀ ପାଣ୍ଠି ଉପରେ ରୋକ ଲଗାଇଲେ ଟ୍ରମ୍ପ---- ନିଜ ଦଳର ସାଂସଦମାନେ କଲେ ପ୍ରବଳ ବିରୋଧ---
ଟ୍ରମ୍ପଙ୍କୁ ନିଜ ଦଳର ବିରୋଧ
() ଚମ୍ପୁଆ ରେଞ୍ଜରେ ନାକେଦମ୍ କଲେଣି ୩୨ଟିକିଆ ହାତୀପଲ---ଦିନରେ ଜଙ୍ଗଲରେ ରହୁଥିବା ହାତୀ ରାତିରେ ଗାଁକୁ କରୁଛନ୍ତି ଭଙ୍ଗାରୁଜା --
ନାକେଦମ୍ କଲେଣି ଗଜରାଜ
() କଟକରେ କାଲିଠାରୁ ଗଣେଶ ଭସାଣ--- ଦେବୀଗଡ଼ା ଓ ବାଲିଯାତ୍ରା ପଡ଼ିଆରେ ଅସ୍ଥାୟୀ ପୁଷ୍କରିଣୀର ବ୍ୟବସ୍ଥା---
କାଲିଠାରୁ ଗଣେଶ ଭସାଣ
() ଭୁବନେଶ୍ବର ଏସସି ଏସଟି କର୍ମଶାଳାରେ ନିଷ୍ପତ୍ତି---ଜନଜାତିଙ୍କ ପାଇଁ ସବୁ ରାଜ୍ୟ ଓ କେନ୍ଦ୍ରର ରହିବ ଗୋଟିଏ ଏଜେଣ୍ଡା---ପ୍ରସ୍ତାବ ଦେଲେ ୩୧ ସଦସ୍ୟ
ଭୁବନେଶ୍ବର ଏସସି ଏସଟି କର୍ମଶାଳା
() ଅକ୍ଟୋବରରେ ହେବ ପୁଲିସ ସବ୍ ଇନ୍ସପେକ୍ଟର ପଦବୀ ପାଇଁ ପରୀକ୍ଷା --- ୪ ଓ ୫ରେ ଲିଖିତ ପରୀକ୍ଷା ଦେବେ ଛାତ୍ରଛାତ୍ରୀ
ଅକ୍ଟୋବର ୪ରେ SI ପରୀକ୍ଷା
() ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧୀ-- ନଭେମ୍ବର କିମ୍ବା ଡିସେମ୍ବର ମାସରେ ଆସିପାରନ୍ତି ବିରୋଧି ଦଳର ନେତା--- ଭୋଟ୍ ଚୋରୀ , ଗରିବୀ, ନାରୀ ସୁରକ୍ଷା ପ୍ରସଙ୍ଗରେ ଥିବା କାର୍ଯ୍ୟକ୍ରମରେ ଦେବେ ଯୋଗ---
ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧୀ
() ଆଗାମୀ IPL ସିଜିନ୍ ପୂର୍ବରୁ ରାଜସ୍ଥାନ ରୟାଲ୍ସ ଛାଡ଼ିଲେ ରାହୁଲ ଦ୍ରାବିଡ --- ହେଡ୍ କୋଚ୍ ପଦରୁ ଇସ୍ତଫା ଦେଲେ ଦ୍ରାବିଡ---
ରାଜସ୍ଥାନ ଛାଡ଼ିଲେ ଦ୍ରାବିଡ