ଚର୍ଚ୍ଚାରେ କଟକ ଶିଖରପୁର ଅଞ୍ଚଳର ନବଦମ୍ପତ୍ତି । ନିରାଡ଼ମ୍ବର ବିବାହ ପରେ ଗୋଶାଳା ଯାଇ ଗୋମାତାଙ୍କ ଆଶୀର୍ବାଦ ନେଲେ ।

Advertisment
ଚର୍ଚ୍ଚାରେ କଟକ ଶିଖରପୁର ଅଞ୍ଚଳର ନବଦମ୍ପତ୍ତି । ନିରାଡ଼ମ୍ବର ବିବାହ ପରେ ଗୋଶାଳା ଯାଇ ଗୋମାତାଙ୍କ ଆଶୀର୍ବାଦ ନେଲେ ।

କନକ ବ୍ୟୁରୋ: ଚର୍ଚ୍ଚାରେ କଟକ ଶିଖରପୁର ଅଞ୍ଚଳର ନବଦମ୍ପତି । ନିରାଡମ୍ବର ବିବାହ ପରେ ଗୋମାତାଙ୍କ ଆଶୀର୍ବାଦ ନେଲେ ଦେବୀପ୍ରକାଶ ସାହୁ ଓ ସୁଚିସ୍ମିତା ସ୍ୱାଇଁ । ବେଦୀରେ ବସି ବୈଦିକ ରୀତିରେ ବିବାହ କରିବା ପରେ ଗୋମାତାଙ୍କଠାରେ ୩୩ କୋଟି ଦେବାଦେବୀ ଥିବା ବିଶ୍ୱାସ କରି ଆଶୀର୍ବାଦ ନେଇଛନ୍ତି । ଦୀପ ଧୂପ ଦେଇ ପୂଜା କରିବା ସହ ଗୋମାତାଙ୍କୁ ଖାଇବାକୁ ଦେଇଛନ୍ତି । ଦେବୀପ୍ରକାଶ ବିଭିନ୍ନ ସମୟରେ ଗୋଶାଳାକୁ ଯାଇ ଗାଈଗୋରୁଙ୍କ ସେବା କରିଥାନ୍ତି । ଗତକାଲି ତାଙ୍କ ବିବାହ ସରିବା ପରେ ସେ ପ୍ରଥମେ ପତ୍ନୀଙ୍କ ସହ ଗୋଶାଳାକୁ ଯାଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe