କନକ ବ୍ୟୁରୋ: ପୁଣି ଅଲୋଡା ହେଲା ଝିଅ । ପଲିଥିନ ମଧ୍ୟରୁ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା । ବାଲେଶ୍ୱର ନୀଳଗିରି ଏନଏସି ୬ନଂ ୱାର୍ଡ ମଙ୍ଗଳା ମନ୍ଦିର ଗଳିରୁ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି । କାନ୍ଦ ଶୁଣିବା ପରେ ସ୍ଥାନୀୟ ଅଂଚଳବାସୀ ଶିଶୁ କନ୍ୟାକୁ ଉଦ୍ଧାର କରି ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରଥିବା ବେଳେ ପିଲାଟିର ଚିକିତ୍ସା ଚାଲିଛି । ନବଜାତ ଶିଶୁକନ୍ୟାର ପିତା ନୀଳଗିରି ବ୍ଲକର କଳାକାଦ ଗ୍ରାମର ରମେଶ ନାୟକ । ଏଭଳି ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।
ପଲିଥିନ୍ ଭିତରୁ ଉଦ୍ଧାର ହେଲା ନବଜାତ କନ୍ୟା । ହସ୍ପିଟାଲରେ ଚାଲିଛି ଚିକିତ୍ସା ।
/kanak/media/post_attachments/wp-content/uploads/2023/11/new-born.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)