କନକ ବ୍ୟୁରୋ: କୋଭିଡ୍ ବିପକ୍ଷ ଯୁଦ୍ଧରେ ଏବେ ଟିକାକରଣକୁ ସବୁଠୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଏପରି ସ୍ଥିତିରେ ଆମ ରାଜ୍ୟରେ ମଧ୍ୟ ୧୮-୪୪ ବୟସ୍କ ଲୋକଙ୍କ ଟିକାକରଣ ଆରମ୍ଭ ହୋଇଛି । ତେବେ ଆସନ୍ତାକାଲିଠୁ ଭୁବନେଶ୍ୱରରେ ପୁଣି ଟିକାକରଣ ପାଇଁ ସ୍ଲଟ୍ ମିଳିବ ବୋଲି ବିଏମସି ଟୁଇଟ୍ କରି ସୂଚନା ଦେଇଛି ।
📢 BMC will add more slots for age group 18-44, for 28th & 29th May.
New slots will also open for 18-44 & 45+ age groups for 31st May & 1st June.
Booking will start today at 7 pm
Link for booking https://t.co/Y6Ip8MVYeHpic.twitter.com/woqBJKUR4m— BMC (@bmcbbsr) May 27, 2021
ବିଏମସିର ସୂଚନା ମୁତାବକ, ଆସନ୍ତା ୨୮ ଏବଂ ୨୯ ତାରିଖରେ ୧୮ରୁ ୪୪ ବର୍ଷ ବୟସ୍କ ଲୋକଙ୍କ ପାଇଁ ସ୍ଲଟ୍ ଉପଲବ୍ଧ ରହିବ । ଲୋକମାନେ ନିଜ ପାଇଁ ସ୍ଲୁଟ୍ ବୁକିଂ କରି ଟିକାନେଇପାରିବେ । ତା ସହିତ ମେ ୩୧ ତାରିଖ ଏବଂ ଜୁନ୍ ୧ ତାରିଖ ମଧ୍ୟ ଉଭୟ ୧୮ରୁ ୪୪ ବର୍ଷୀୟ ଏବଂ ୪୫ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ନୂଆ ସ୍ଲଟ୍ ଉପଲବ୍ଧ ହେବ । ଯେଉଁମାନେ ଏଯାବତ ଟିକା ନେଇନାହାନ୍ତି ସେମାନେ ସ୍ଲଟ୍ ବୁକ୍ କରି ଟିକା ନେଇପାରିବେ ବୋଲି କୁହାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/05/vaccine-1.jpg)