କନକ ବ୍ୟୁରୋ: ଆଜି ରାଜ୍ୟରେ ୩୯ ଶହ ୯୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ରରୁ ୨୩ ଶହ ୧୫ ଥିବା ବେଳେ ୧୬ ଶହ ୭୬ ସ୍ଥାନୀୟ ସଂକ୍ରମିତ । ସେହିପରି ୨୪ ଘଂଟାରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧାରୁ ସର୍ବାଧିକ ୬୮୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୩୯୨, ପୁରୀରୁ ୩୩୨, ବଲାଙ୍ଗୀରରୁ ୧୮୦,ଅନୁଗୁଳରୁ ୧୧୪, ବରଗଡରୁ ୧୬୯, ଢେଙ୍କାନାଳରୁ ୧୦୧,ଜଗତସିଂହପୁରରୁ ୧୦୯,କେନ୍ଦ୍ରାପଡାରୁ ୧୪୭,କୋରାପୁଟରୁ ୧୨୭,ମୟୁରଭଂଜରୁ ୧୬୦,ନବରଙ୍ଗପୁରରୁ ୧୨୫, ସମ୍ବଲପୁରରୁ ୧୦୪,ଯାଜପୁରରୁ ୧୪୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
Covid-19 Report For 9th September
New Positives Cases: 3991
In quarantine: 2315
Local contacts: 1676(Details of local contacts will be shared by concerned Dist Administration)
District Wise Cases
1. Angul: 114
2. Balasore: 74
3. Bargarh: 169
4. Bhadrak: 82
5. Balangir: 180— I & PR Department, Odisha (@IPR_Odisha) September 10, 2020
ସେହିପରି ବାଲେଶ୍ୱରରୁ ୭୪,ଭଦ୍ରକରୁ ୮୨, ବୌଦ୍ଧରୁ ୪୧,ଦେବଗଡରୁ ୧୮, ଗଂଜାମରୁ ୯୫,ଗଜପତିରୁ ୧୮,କେନ୍ଦୁଝରରୁ ୮୧,ସୋନପୁରରୁ ୭୪,ସୁନ୍ଦରଗଡରୁ ୯୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ଲକ୍ଷେ ୩୯ହଜାର ୧୨୧ରେ ପହଚିଂଛି । ଏଯାଏ ଲକ୍ଷେ ୫ ହଜାର ୨୯୫ ଜଣ ସୁସ୍ଥ ହୋଇଥିବା ବେଳେ ୩୩ ହଜାର ୧୮୨ ସକ୍ରିୟ ସଂକ୍ରମିକ୍ର ସଂଖ୍ୟା ରହିଛି ।