କନକ ବ୍ୟୁରୋ : ରାଜ୍ୟରେ ୨୪ଘଣ୍ଟାରେ ୩୮୮ ପଜିଟିଭ ଚିହ୍ନଟ । ୮୬ ଜଣ ୧୮ବର୍ଷରୁ କମ୍ ବୟସ ବର୍ଗର ଚିହ୍ନଟ । ସଙ୍ଗରୋଧରୁ ୨୨୬, ସ୍ଥାନୀୟ ସଂକ୍ରମଣରୁ ୧୬୨ ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ୫୩, ଗଜପତି ୩୦, କଟକରୁ ୨୧, ଅନୁଗୁଳ ୧୩, ବାଲେଶ୍ୱର ୧୧, ବରଗଡ ୯, ଭଦ୍ରକ ୫, ବଲାଙ୍ଗୀର ୭, ବୌଦ୍ଧରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Advertisment

ସେହିପରି ଦେବଗଡ ୫, ଢେଙ୍କାନାଳ ୧୧, ଗଞ୍ଜାମ ୭, ଜଗତସିଂହପୁର ୭, ଯାଜପୁର ୨୩, ଝାରସୁଗୁଡା ୧୩, କଳାହାଣ୍ଡି ୩, କନ୍ଧମାଳ ୪, କେନ୍ଦ୍ରାପଡା ୧୫, କେନ୍ଦୁଝର ୮, କୋରାପୁଟ ୧୨, ମାଲକାନଗିରି ୩, ମୟୂରଭଞ୍ଜ ୨୦, ନବରଙ୍ଗପୁର ୮, ନୟାଗଡ ୧୩, ନୂଆପଡା ୮, ପୁରୀ ୩, ରାୟଗଡା ୨୦, ସମ୍ବଲପୁର ୨୪, ସୁନ୍ଦରଗଡ ୧୬ ଓ ଷ୍ଟେଟ ପୋଲରୁ ୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨ଲକ୍ଷ ୮୨ହଜାର ୮୬୯ । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫ହଜାର ୬୩୨ ଜଣ ।