କନକ ବ୍ୟୁରୋ : ରାଜ୍ୟରେ ଆଉ ୩୪୨ କରୋନା ପଜିଟିଭ ଚିହ୍ନଟ । ସଙ୍ଗରୋଧରୁ ୧୯୬ ଓ ସ୍ଥାନୀୟ ଅଞ୍ଚଳରୁ ୧୪୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୮ବର୍ଷ ବୟସ୍କ ବର୍ଗରେ ୮୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳ ୧୨, ବାଲେଶ୍ୱର ୧୪, ବରଗଡ ୯, ଭଦ୍ରକ ୫, ବଲାଙ୍ଗୀର ୨, ବୌଦ୍ଧ ୧୦, କଟକ ୨୦, ଦେବଗଡ ୪, ଢେଙ୍କାନାଳ ଜଣେ, ଗଜପତି ୨୯, ଗଞ୍ଜାମ ୫, ଜଗତସିଂହପୁର ୮, ଯାଜପୁର ୨୦, ଝାରସୁଗୁଡା ୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Advertisment

କଳାହାଣ୍ଡି ୫, କନ୍ଧମାଳ ୩, କେନ୍ଦ୍ରାପଡା ୧୬, କେନ୍ଦୁଝର ୨, ଖୋର୍ଦ୍ଧା ୩୨, କୋରାପୁଟ ୯, ମାଲକାନଗିରି ୨, ମୟୂରଭଞ୍ଜ ୧୪, ନବରଙ୍ଗପୁର ୩, ନୟାଗଡ ୯, ନୂଆପଡା ୫, ପୁରୀ ୩, ରାୟଗଡା ୧୪, ସମ୍ବଲପୁର ୨୪, ସୋନପୁର ୩, ସୁନ୍ଦରଗଡ ୩୯ ଓ ଷ୍ଟେଟପୋଲରୁ ୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪ହଜାର ୩୨୦ ଜଣ । ସୁସ୍ଥ ହେଲେଣି ୧୨ଲକ୍ଷ ୭୦ହଜାର ୨୨୧ ଜଣ ।