ଦୁର୍ଗାପୂଜା ଅବସରରେ ପରଦାକୁ ଆସିବାକୁ ଯାଉଛି ନୂଆ ଓଡିଆ ଫିଲ୍ମ ବେବି । ଓଲିଉଡ ସୁପରଷ୍ଟାର ଅନୁଭବଙ୍କ ନାୟିକା ସାଜିବେ ଚୁଲବୁଲି ବଙ୍ଗୀୟ ସୁନ୍ଦରୀ ଝିଲିକ୍ ।
ଜଗା ହାତରେ ପଘା , ଅଗସ୍ତ୍ୟ ପରେ ତୃତୀୟ ଥର ପାଇଁ ପୁଣି ଝିଲିକ୍ ସ୍କ୍ରିନ୍ ରୋମାନ୍ସ କରିବେ ଅନୁଭବଙ୍କ ସହ । ପ୍ରସ୍ତୁତି ପଥେ ଓଡିଆ ଫିଲ୍ମ ବେବିକୁ ନେଇ ଝିଲିକ୍ ଖୁବ୍ ଖୁସି । ପିଲାଟା ବିଗିଡି ଗଲା ଫେମ୍ ପ୍ରଯୋଜିକା ପୂଜା ଭରାଲେୱାଲା ଏହି ଫିଲ୍ମର ପ୍ରଯୋଜନା କରିଥିବା ବେଳେ , ନିର୍ଦ୍ଦେଶନାରେ ଅଛନ୍ତି କେ.ମୂରଲୀକୃଷ୍ଣ। ଆଗାମୀ ପୂଜାରେ ରିଲିଜ ହେବ ବେବି। ସେତେବେଳଯାଏ ଦର୍ଶକଙ୍କୁ ଫିଲ୍ମ ବେବି ପାଇଁ ଅପେକ୍ଷା କରିବାକୁ ପଡିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/08/copy.png)
/kanak/media/post_attachments/wp-content/uploads/2016/08/jhilik-300x300.jpg)