କଳା ଟଙ୍କାକୁ ଧଳା କଲା ପରେ ଦୁର୍ନୀତି : ନୂଆ ଟଙ୍କାରେ ଲାଂଚ ନେଉଥିବା ବେଳେ ଧରାପଡ଼ିଲେ କିରାଣୀ

କଳା ଟଙ୍କାକୁ ଧଳା କଲା ପରେ ଦୁର୍ନୀତି : ନୂଆ ଟଙ୍କାରେ ଲାଂଚ ନେଉଥିବା ବେଳେ ଧରାପଡ଼ିଲେ କିରାଣୀ

କନକ ବ୍ୟୁରୋ : କଳା ଟଙ୍କାକୁ ଧଳା କଲା ପରେ ଦୁର୍ନୀତି କମିବ ବୋଲି କୁହାଯାଉଥିବା ବେଳେ ର୍ଦୁନୀତିଖୋର ଲୋକଙ୍କ ପାଖରେ ଏହାର କିଛି ଫରକ ପଡ଼ିନାହିଁ । ପୁରୁଣା ଟଙ୍କା ଗଲା- ହେଲେ ଏବେ ବି ନୂଆ ଟଙ୍କାରେ ଲାଂଚ ନେଉଛନ୍ତି ସରକାରୀ ଅଧିକାରୀ । ଗତକାଲି ଭୁବନେଶ୍ୱରରେ ଜଣେ କିରାଣୀ ନୂଆ ଟଙ୍କାରେ ଲାଂଚ ନେଉଥିବା ଧରାପଡ଼ିବା ପରେ ଆଜି ବରଗଡ଼ରେ ବି ଜଣେ ଷ୍ଟାଫ୍ ନର୍ସ ନୂଆ ଟଙ୍କାରେ ଲାଂଚ ନେଉଥିବା ବେଳେ ଧରାପଡ଼ିଛନ୍ତି ।

ଏହାସହ ଦେଖନ୍ତୁ ଏହି ଭିଡିଓ - 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe