କନକ ବ୍ୟୁରୋ: ବଦଳିବ କଟକର ସ୍ୱରେଜ୍ ବ୍ୟବସ୍ଥା । କଟକ ନଗରବାସୀଙ୍କ ପାଇଁ କାର୍ଯ୍ୟକ୍ଷମ ହେବ ଅତ୍ୟାଧୁନିକ ସ୍ୱିୱେଜ୍ ଟ୍ରିଟମେଂଟ ପ୍ଲାଂଟ । କଟକ ସିଡିଏରେ ଆଜି ଏହି ପ୍ରକଳ୍ପର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
କଟକ ସିଡିଓଠାରେ ଦୈନିକ ୩କୋଟି ୬୦ଲକ୍ଷ ଲିଟର ବିଶୋଧନ କ୍ଷମତା ବିଶିଷ୍ଟ ୧୧୦କୋଟି ଟଙ୍କା ବ୍ୟୟରେ ଏହି ପ୍ଲାଂଟର ନିର୍ମାଣ ସମ୍ପୂର୍ଣ୍ଣ କରାଯିବ । ଏହି ଯୋଜନାରେ ସହରରେ ୨୭୫ କିଲୋମିଟରରୁ ଅଧିକ ଦୈର୍ଘ୍ୟର ସିୱେଜ୍ ପାଇପ୍ଲାଇନ୍ ନିର୍ମାଣ ସମ୍ପୂର୍ଣ୍ଣ କରାଯିବ ।
କଟକ ପୋଲିସ କଲୋନିରେ ଘଂଟା ପ୍ରତି ୭୨ଲକ୍ଷ ଲିଟର ନିଷ୍କାସନ କ୍ଷମତା ବିଶିଷ୍ଟ ଡ୍ରେନେଜ୍ ପମ୍ପିଙ୍ଗ୍ ଷ୍ଟେସନରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/12/CTC.jpg)
/kanak/media/post_attachments/wp-content/uploads/2018/12/Screen-shot-2018-12-05-at-11.06.04-AM-300x155.png)
/kanak/media/post_attachments/wp-content/uploads/2018/12/Screen-shot-2018-12-05-at-11.06.27-AM-300x154.png)