ହ୍ୱାଟସଆପ ଆଣିଲା ନୂଆ ଫିଚର୍ସ। ଜାଣନ୍ତୁ କଣ ଆସିଛି ଅପଡେଟ୍

ହ୍ୱାଟସଆପ ଆଣିଲା ନୂଆ ଫିଚର୍ସ। ଜାଣନ୍ତୁ କଣ ଆସିଛି ଅପଡେଟ୍

କନକ ବ୍ୟୁରୋ: ୟୁଜର୍ସଙ୍କ ସୁବିଧାକୁ ଦୃଷ୍ଟିରେ ରଖି ହ୍ୱାଟସଆପ ନୂଆ ନୂଆ ଫିଚର୍ସ ଏବଂ ଅପଡେଟ୍ ଆଣିଛି । ମଙ୍ଗଳବାର ମେଟାର ସିଇଓ ମାର୍କ ଜୁକରବର୍ଗ ନୂଆ ଫିଚର୍ସ ବାବଦରେ ଘୋଷଣା କରିଛନ୍ତି । ବର୍ତ୍ତମାନ ୟୁଜର୍ସ ଏକାସାଥିରେ ହ୍ୱାଟସଆପ ଆକାଉଣ୍ଟକୁ ୪ଟି ସ୍ମାର୍ଟଫୋନରେ ଲଗଅନ କରିପାରିବେ ।

publive-image

ଅନେକ ସମୟ ଧରି ଏହି ଫିଚର୍ସ ବାବଦରେ ଚର୍ଚ୍ଚା ହୋଇଆସୁଥିଲା । ତେବେ ମେଟା ଏହି ଫିଚର୍ସ ରୋଲଆଉଟ୍ କରିଦେଇଛି । ହ୍ୱାଟସଆପ ଆକାଉଣ୍ଟ ଜରିଆରେ ଡିଭାଇସକୁ ଅଲଗା ଅଲଗା ବ୍ୟବହାର କରିପାରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe