କନକ ବ୍ୟୁରୋ : ନେପାଳରେ ଭୟଙ୍କର ଭୁସ୍ଖଳନ । ନଦୀରେ ଭାସିଗଲା ବସ୍ । ଦୁଇଟି ବସ୍ ଭାସିଯାଇଛି । ବସ୍ରେ ଥିବା ୬୩ ଜଣ ଭାସିଯାଇଛନ୍ତି । ଏବେ ପ୍ରବଳ ବର୍ଷା ଯୋଗୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ । ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଭୟଙ୍କର ଭୁସ୍ଖଳନ ଆସିବାରୁ ମଧ୍ୟ ନେପାଳର ମଦନ-ଆର୍ଶୀତ ଜାତୀୟ ରାଜପଥରେ ଦୁଇଟି ବସ୍ ଭାସିଯାଇଛି ।
ନେପାଳରେ ଭୟଙ୍କର ଭୂସ୍ଖଳନ ପରେ ନଦୀରେ ଭାସିଗଲା ବସ୍ । ୨ଟି ବସରେ ଥିବା ୬୩ ଯାତ୍ରୀ ନିଖୋଜ
/kanak/media/post_attachments/wp-content/uploads/2024/07/Screen-Shot-2024-07-12-at-8.37.09-AM.png)