କରୋନା ଭୂତାଣୁ ଆତଙ୍କ : ଚୀନକୁ ସହାୟତାର ହାତ ବଢାଇଲା ନେପାଳ, ପଠାଇଲା ୧ ଲକ୍ଷ ମାସ୍କ

Advertisment
କେନ୍ଦ୍ର ସରକାରଙ୍କ ବଡ ନିଷ୍ପତି: କରୋନା ମୁକାବିଲା ପାଇଁ ନିୟୋଜିତ ହେଲେ ୩୦ ଯୁଗ୍ମସଚିବ ସ୍ତରୀୟ ଅଧିକାରୀ; କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ରଖିବେ ସମନ୍ୱୟ

କନକ ବ୍ୟୁରୋ : ଚୀନରେ ବଢୁଥିବା କରୋନା ଭୂତାଣୁ ସ୍ଥିତି ସାରା ବିଶ୍ୱକୁ ଚକିତ କଲାଣି । ଏପରି ସ୍ଥିତିରେ ଚୀନର ପଡୋଶୀ ଦେଶ ନେପାଳ ବଢାଇଛି ସହାୟତାର ହାତ । ଚୀନକୁ ଏକ ଲକ୍ଷ ମାସ୍କ ପଠାଇଛି ନେପାଳ । ସାଧାରଣତଃ ବାୟୁଜନିତ ସଂକ୍ରମଣରେ ଏହା ଅଧିକ ତୀବ୍ର ବେଗରେ ବ୍ୟାପୁଥିବାରୁ ସମସ୍ତ ଲୋକଙ୍କୁ ପ୍ରଥମେ ମାସ୍କ ବ୍ୟବହାର କରିବା ଜରୁରୀ ହୋଇପଡିଛି ।

ଚୀନରେ ଏବେ ଘରୁ ବାହାରିବା ପୁରା ମନା କରାଯାଇଛି । ଏପରି ସ୍ଥିତିରେ ଚୀନର ଲୋକଙ୍କ ବ୍ୟବହାର ପାଇଁ ଏକ ଲକ୍ଷ ମାସ୍କ ପଠାଇଛି ନେପାଳ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe